କର୍ଣ୍ଣାଟକ ରୁ ହଟିଲା ରାତ୍ରୀ କାଳୀନ କର୍ଫ୍ୟୁ

ଜେ ବି ଏନ, ୨୪/୧୨/୨୦୨୦, ନୂଆଦିଲ୍ଲୀ/ବାଙ୍ଗଲୋର : ଆଜି କର୍ଣ୍ଣାଟକ ରୁ ରାତ୍ରିକାଳୀନ କର୍ଫ୍ୟୁ ହଟାଇ ଦିଆଯାଇଛି l ଗତକାଲି ମୁଖ୍ୟମନ୍ତ୍ରୀ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରିଥିଲେ l ତେବେ ସୂଚନା ମୁତାବକ ବ୍ରିଟେନର ଚିହ୍ନଟ ହୋଇଥିବା ନୂତନ # COVID19 ଷ୍ଟ୍ରେନ୍ର ପ୍ରସାରକୁ ରୋକିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଡିୟୁରପ୍ପା ଗତକାଲି ଘୋଷିତ ରାତିର କର୍ଫ୍ୟୁ ପ୍ରତ୍ୟାହାର କରିଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)