ଭେଟେରାନ ଚଲଚ୍ଚିତ୍ର ଅଭିନେତା ରଜନୀକାନ୍ତ ଅସୁସ୍ଥ

ଜେ ବି ଏନ, ୨୫/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଭେଟେରାନ ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ରକ୍ତଚାପରେ ପରିବର୍ତ୍ତନ ହେତୁ ଅସୁସ୍ଥ ଅନୁଭବ କରିବା ପରେ ହାଇଦ୍ରାବାଦ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯଦିଓ ସେ covid-19 କରୋନା ନେଗେଟିଭ ଚିହ୍ନଟ ହୋଇଛନ୍ତି l ତେବେ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି l



