Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ପଶ୍ଚିମବଂଗର ଚାଷୀମାନେ ଏହାର ସୁଫଳ ପାଉ ନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ - Jagrat Bharat News

ପଶ୍ଚିମବଂଗର ଚାଷୀମାନେ ଏହାର ସୁଫଳ ପାଉ ନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ପାଇଁ ପରବର୍ତ୍ତୀ କିସ୍ତି ଆର୍ଥିକ ସହାୟତା ଯୋଗାଇଦେଲେ ପ୍ରଧାନମନ୍ତ୍ରୀ

 

ପଶ୍ଚିମବଂଗର ଚାଷୀମାନେ ଏହାର ସୁଫଳ ପାଉ ନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

 

• 9 କୋଟି କୃଷକ ପରିବାରଙ୍କ ପାଇଁ ଏହି କିସ୍ତିରେ 18 ହଜାର କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଡିବିଟି ବ୍ୟବସ୍ଥାରେ ଜମା ହେଲା

 

• ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ହ୍ରାସ କରି ସେମାନଙ୍କୁ କୃଷିଜାତ ସାମଗ୍ରୀ ଉପରେ ଉଚିତ ମୂଲ୍ୟ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି: ପ୍ରଧାନମନ୍ତ୍ରୀ

 

• ବିଶ୍ୱ ବଜାରରେ ନିଜକୁ ପ୍ରତିଷ୍ଠା କରିବାକୁ ବ୍ରାଣ୍ଡ ଇଣ୍ଡିଆ ପାଇଁ ସମୟ ଆସିଛି; କହିଲେ ପ୍ରଧାନମନ୍ତ୍ରୀ

 

ଜେ ବି ଏନ, ୨୬/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ପରବର୍ତ୍ତୀ କିସ୍ତି ଚାଷୀମାନଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଏହି କିସ୍ତିରେ 9 କୋଟିରୁ ଅଧିକ କୃଷକ ପରିବାରଙ୍କ ବ୍ୟାଙ୍କଖାତାରେ 18 ହଜାର କୋଟି ଟଙ୍କା ସିଧାସଳଖ ଡିବିଟି ବ୍ୟବସ୍ଥାରେ ଜମା ହୋଇଛି । ଏହି ଯୋଜନା ଆରମ୍ଭ ହେବାଠାରୁ ଏ ଯାବତ୍‌ ହିତାଧିକାରୀ ଚାଷୀଙ୍କ ଜମାଖାତାରେ ଏକଲକ୍ଷ 10 ହଜାର କୋଟିରୁ ଅଧିକ ଟଙ୍କା ଜମା ହୋଇଛି ।

 

ପଶ୍ଚିମବଂଗର 70 ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାର ଲାଭ ପାଉ ନ ଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପଶ୍ଚିମବଂଗର 23 ଲକ୍ଷରୁ ଅଧିକ ଚାଷୀ ଅନଲାଇନ ବ୍ୟବସ୍ଥାରେ ଆବେଦନ କରି ଏହି ଯୋଜନାର ସୁଫଳ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି; କିନ୍ତୁ ସେଠାକାର ରାଜ୍ୟ ସରକାର ସଂପୃକ୍ତ ଚାଷୀମାନଙ୍କ ଚିହ୍ନଟ ପ୍ରକି୍ରୟାକୁ ଏଯାଏଁ ବନ୍ଦକରି ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ସବୁଦଳ ପଶ୍ଚିମବଂଗର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସ୍ୱର ଉତ୍ତୋଳନ କରୁନାହାନ୍ତି, ସେ ସବୁ ଦଳର ନେତାମାନେ ଦିଲ୍ଲୀ ଆସି ଚାଷୀମାନଙ୍କ ସ୍ୱାର୍ଥରକ୍ଷା କଥା କହୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହିସବୁ ଦଳ ଏବେ ଏପିଏମ୍‌ସି ମଣ୍ଡିକୁ ଭୁଲି ଯାଇଛନ୍ତି । ତେବେ ଏହିସବୁ ଦଳ ଏବେ ବାରମ୍ବାର ଭୁଲି ଯାଉଛନ୍ତି ଯେ କେରଳରେ ଏପିଏମ୍‌ସି ମଣ୍ଡି ନାହିଁ ; ଅଥଚ ସେଠାକାର ଲୋକେ ଆନେ୍ଦାଳନ କରୁନାହାନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚାଷୀମାନଙ୍କର ଚାଷରେ ହେଉଥିବା ଅର୍ଥ ବିନିଯୋଗକୁ କମାଇବା ଲକ୍ଷ୍ୟରେ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାଦ୍ୱାରା ଚାଷୀଙ୍କର ଉତ୍ପାଦନ ଖର୍ଚ୍ଚ କମିବ । ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଚାଷୀକୈନ୍ଦ୍ରିକ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥିମଧ୍ୟରେ ମୃର୍ତ୍ତିକା ସ୍ୱାସ୍ଥ୍ୟକାର୍ଡ, ୟୁରିଆରେ ନିମକୋଟିଂ, ସୌରଶକ୍ତି ଚାଳିତ ପାଣି ପମ୍ପ, ଉତ୍ତମ ଫସଲ ଇନ୍‌ସ୍ୟୁରାନ୍ସ ବ୍ୟବସ୍ଥା ଆଦି ଅନ୍ୟତମ । ଏବେ କୋଟି କୋଟି ଚାଷୀ ପ୍ରଧାନମନ୍ତ୍ରୀ ଶସ୍ୟବୀମା ଯୋଜନାର ଲାଭ ଉଠାଉଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ଚାଷୀ ଯେପରି ସେମାନଙ୍କ ଉତ୍ପାଦିତ ଫସଲ ଉପରେ ଉଚିତ ମୂଲ୍ୟ ପାଆନ୍ତି ତାହା ନିଶ୍ଚିତ କରିବାକୁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି । ବହୁଦିନ ଧରି ପଡିରହିଥିବା ସ୍ୱାମୀନାଥନ୍‌ କମିଟି ରିପୋର୍ଟକୁ ତାଙ୍କ ସରକାର କାର୍ଯ୍ୟକାରୀ କରି ତଦନୁସାରେ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ଘୋଷଣା କରିଛନ୍ତି । ଏଥିରେ ଫସଲ ଉପରେ ଚାଷୀଙ୍କୁ ଉତ୍ପାଦିତ ମୂଲ୍ୟଠାରୁ ଦେଢଗୁଣ ଅଧିକ ଅର୍ଥ ଦିଆଯାଉଛି । ସେହିଭଳି ଏମ୍‌ଏସ୍‌ପି ବ୍ୟବସ୍ଥା ଥିବା ଫସଲର ସଂଖ୍ୟା ବଢାଇ ଦିଆଯାଇଛି । ତେଣୁ ବିଭିନ୍ନ ପ୍ରକାର ଫସଲ କରୁଥିବା ଚାଷୀ ଏହାର ଲାଭ ପାଉଛନ୍ତି ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଚାଷୀଙ୍କ ପାଇଁ ତାଙ୍କ ସରକାର ନୂଆ ବଜାର ସୃଷ୍ଟି କରିଛନ୍ତି; ଯେଉଁଠି ସେମାନେ ନିଜର ଉତ୍ପାଦିତ ଦ୍ରବ୍ୟ ନିର୍ବିଘ୍ନରେ ବିକିପାରିବେ । ସରକାରୀ ପ୍ରୟାସ ଦ୍ୱାରା ଦେଶରେ ଏକ ହଜାରରୁ ଅଧିକ କୃଷିମଣ୍ଡି ଏବେ ଅନ୍‌ଲାଇନ ବ୍ୟବସ୍ଥାରେ ପରିଚାଳିତ ହେଉଛି । ଏହିସବୁ ମଣ୍ଡିରେ ଏକ ଲକ୍ଷ କୋଟିରୁ ଅଧିକ କାରବାର ହେଉଛି । ସେ କହିଛନ୍ତି ଯେ ସରକାର ଛୋଟ ଛୋଟ ଚାଷୀମାନଙ୍କୁ ନେଇ ଗୋଷ୍ଠୀ ଗଠନ କରିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହଦ୍ୱାରା ସେମାନେ ନିଜ ଅଞ୍ଚଳରେ ନିଜ ସ୍ୱାର୍ଥରକ୍ଷା ପାଇଁ ଏକ ମିଳିତ ଶକ୍ତିଭାବେ କାମ କରିବେ । ଏବେ ଦେଶରେ 10 ହଜାରରୁ ଅଧିକ କୃଷି ଉତ୍ପାଦକ ସଂଗଠନ ବା ଏଫ୍‌ପିଓ ପ୍ରତିଷ୍ଠା କାର୍ଯ୍ୟ ଚାଲିଛି । ଏହିସବୁ ସଂଗଠନକୁ ସରକାର ଅର୍ଥ ଯୋଗାଇ ଦେଉଛନ୍ତି ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଏବେ ତାଙ୍କ ସରକାରଙ୍କ ଉଦ୍ୟମରେ ଚାଷୀମାନେ ପକ୍କାଘର, ଶୌଚାଳୟ, ପାଇପ ଦ୍ୱାରା ସ୍ୱଚ୍ଛ ପାନୀୟଜଳ ଆଦି ସୁବିଧା ପାଉଛନ୍ତି । ମାଗଣା ବିଜୁଳି ସଂଯୋଗ, ମାଗଣା ଗ୍ୟାସ ସଂଯୋଗ, ଆୟୁଷ୍ମାନ ଭାରତ ଯୋଜନାରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପାଇଁ ବୀମା ସୁବିଧା ସେମାନଙ୍କୁ ଯୋଗାଇ ଦିଆଯାଇଛି । ଏସବୁ ପଦକ୍ଷେପ ଫଳରେ ଚାଷୀମାନଙ୍କ ଜୀବନରେ ଉନ୍ନତି ଘଟିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ସଂସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ଉତ୍ତମ ବିକଳ୍ପ ଯୋଗାଇ ଦିଆଯାଇଛି । ନୂଆ କୃଷି ଆଇନ କାର୍ଯ୍ୟକାରୀ ହେବା ଫଳରେ ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀ ନିଜ ଇଛା ଅନୁସାରେ ବିକ୍ରି କରିବାର ସୁବିଧା ସୁଯୋଗ ଓ ଅଧିକାର ପାଇଛନ୍ତି । ସେମାନେ ଯେଉଁଠି ଅଧିକ ମୂଲ୍ୟ ଓ ଲାଭ ପାଇବେ ସେଠାରେ ନିଜ ଉତ୍ପାଦିତ ସାମଗ୍ରୀ ନିଦ୍ୱନ୍ଦ୍ୱର୍ରେ ବିକିପାରିବେ । ଏମ୍‌ଏସ୍‌ପି ଦରରେ କିମ୍ବା ନିଜ ମନପସନ୍ଦର ବଜାରରେ ଅଥବା ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାର ସୁଯୋଗ ସେମାନଙ୍କୁ ଦିଆଯାଇଛି । ସେମାନେ ଚାହିଁଲେ ନିଜ ସାମଗ୍ରୀକୁ ରପ୍ତାନୀ କରିପାରିବେ, ବଡ ବ୍ୟବସାୟୀଙ୍କୁ ବିକି ପାରିବେ, ଅନ୍ୟ ରାଜ୍ୟରେ ମଧ୍ୟ ବିକିବା ସହିତ ନିଜ ଇଛା ଅନୁସାରେ ଯାହା ଚାହିଁବେ ତାହା କରିପାରିବେ । ସର୍ବୋପରି ସେମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ଏଫ୍‌ପିଓ ମାଧ୍ୟମରେ ବିକ୍ରିକରି ଭ୍ୟାଲୁଚେନରେ ଅଂଶୀଦାର ହେବାସହ ବିସ୍କୁଟ, ଚିପ୍ସ, ଜାମ ଏବଂ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ହୋଇପାରିବେ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିବେଶ ଓ ନବସୃଜନ ଦେଶର ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆଣିଛି । ଫଳରେ ଆୟ ବଢିଛି ଏବଂ ବ୍ରାଣ୍ଡ ଇଣ୍ଡିଆ ଏ ସବୁ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛି । ତେଣୁ ବର୍ତ୍ତମାନ ସମୟ ଆସିଛି ଏହି ବ୍ରାଣ୍ଡ ଇଣ୍ଡିଆ ବା ଭାରତ ମାର୍କା ସାମଗ୍ରୀକୁ ବିଶ୍ୱ କୃଷି ବଜାରରେ ନିଜକୁ ପ୍ରତିଷ୍ଠିତ କରିବାକୁ ହେବ । ସମାନ ବୁନିଆଦି ଓ ମାନ ରକ୍ଷା କରିପାରିଲେ ଏସବୁ ଭାରତୀୟ ସାମଗ୍ରୀର ଚାହିଦା ବିଶ୍ୱ ବଜାରରେ ବଢିବ । ଦେଶର ଯେଉଁ ସବୁ ଚାଷୀ ଓ ସେମାନଙ୍କର ସଂଗଠନ କୃଷି ସଂସ୍କାର କାର୍ଯ୍ୟକ୍ରମକୁ ସ୍ୱାଗତ ଓ ସମର୍ଥନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ସରକାର ଦେଶର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ବଚନବଦ୍ଧ । କୌଣସି ପରିସ୍ଥିତିରେ ସେମାନଙ୍କୁ ସରକାର ଅବହେଳା ପ୍ରଦର୍ଶନ କରିବେ ନାହିଁ । ନିକଟରେ ଆସାମ, ରାଜସ୍ଥାନ, ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଲୋକାଲବଡି ନିର୍ବାଚନରେ ଗ୍ରାମାଞ୍ଚଳର ଭୋଟରମାନେ ବହୁସଂଖ୍ୟାରେ ଭାଗ ନେଇଥିଳେ । ଯେଉଁସବୁ ଦଳ ଚାଷୀମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ସେମାନଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech