ତା -୧୧-୧୦-୨୦୨୬,ସମ୍ବଲପୁର ଜିଲ୍ଳା,ସମ୍ବଲପୁର ର ହୋଟେଲ ରିଭର ଇନ୍ ରେ ବାଉଁଶ ଫୁଲ କବିତା ଆସର କବି ର କବିତା ରେ ଝୁମିଲେ ଦର୍ଶକ।ସମ୍ବାଦ ପକ୍ଷରୁ କାଇଁଶ ଫୁଲ ର ଶେଷ ଅଧିବେଶନ ରେ ୧୭ଜଣ କବି କବିତା ପାଠ କଲେ।ସେହିପରି ଭାବରେ ଜମନକିରା ବ୍ଲକ ର ସମାଜସେବୀ ନରେନ୍ଦ୍ର ସାହୁ ସୁରଚିତ କବିତା ପାଠ କରିଥିଲେ।ହରମୋହନ ପଟେଲ କବିତା ପାଠ କଲେ।ଏହି କବିତା ଆସର ଟି ଡକ୍ତର ଗୋବିନ୍ଦ ମହାରଣା ଙ୍କ ଅଧ୍ୟକ୍ଷତାରେ ତଥା କମଲ ଲୋଚନ ପଣ୍ଡା ଙ୍କ ସଂଯୋଜନାରେ କବିତା ଆସରଟି ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମମତା ନାଥ, ସୁଧାଂଶୁ ଶେଖର ମିଶ୍ର, ପଙ୍କୋଜନି ନାୟକ, ସୁପ୍ରିୟା ଦାସ,ମୋହନ ବେବର୍ତ୍ତା, ପ୍ରେନର୍ତି ମହାପାତ୍ର, ସଞ୍ଜୟ ତ୍ରିପାଠୀ,ତରଣି ସେନ ମେହେର,ସରୋଜ ସାହୁ,ପ୍ରଦୀପ ଯୋଶୀ,ମନୋଷିନି ସାହୁ,ଯୋଷ୍ଣାମୟୀ ପଣ୍ଡା,ଭାରତୀ ପଣ୍ଡା,ନରେଶ ଚନ୍ଦ୍ର ସେଠ,ଇତ୍ୟାଦି ପ୍ରମୁଖ କବି କବିତା ପାଠ କରିଥିଲେ।ପୂର୍ବତନ ଅବସର ପ୍ରାପ୍ତ ପ୍ରଶାସନ ଅଧିକାରୀ ବିଡ଼ିଓ ମୂରଲୀଧର ନାୟକ ଓ ପ୍ରମୋଦ ନାୟକ ଏହି ପୋଗ୍ରାମ ରେ ଉପସ୍ଥିତ ଥିଲେ।ଓ ଏ ସମ୍ବଲପୁର ଅଞ୍ଚଳରୁ ବହୁ କବି ଯୋଗଦାନ କରିଥିଲେ।ସମ୍ବଲପୁର ପ୍ରତିନିଧି ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।
