Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଧର୍ମ ପରିବର୍ତ୍ତନ ନେଇ ବିଧେୟକ ରାଜ୍ୟ କ୍ୟାବିନେଟ ଅନୁମୋଦନ 

ଜେ ବି ଏନ, ୨୬/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ବିରୋଧରେ ଏକ ବିଲ୍ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ବର୍ତ୍ତମାନ ୨୮ ଡିସେମ୍ବରରୁ ବିଧାନସଭାର ଶୀତ ଅଧିବେଶନରେ ପାରିତ ହେବ |

 

ଏହି ନୂତନ ବିଲରେ କାହାକୁ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିବା ପାଇଁ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ ଏବଂ ଜୋରିମାନା ଦଣ୍ଡ ପ୍ରାବଧାନ କରାଯାଇଛି।