Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ବ୍ରିଟେନରେ କୋଭିଡ-19ର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ପରୀକ୍ଷଣ, ଚିକିତ୍ସା ଏବଂ ନିରୀକ୍ଷଣ ରଣନୀତି ସମ୍ପର୍କରେ ଜାତୀୟ ଟାସ୍କଫୋର୍ସର ଆଲୋଚନା - Jagrat Bharat News

ବ୍ରିଟେନରେ କୋଭିଡ-19ର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ପରୀକ୍ଷଣ, ଚିକିତ୍ସା ଏବଂ ନିରୀକ୍ଷଣ ରଣନୀତି ସମ୍ପର୍କରେ ଜାତୀୟ ଟାସ୍କଫୋର୍ସର ଆଲୋଚନା

ବ୍ରିଟେନରେ କୋଭିଡ-19ର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ପରୀକ୍ଷଣ, ଚିକିତ୍ସା ଏବଂ ନିରୀକ୍ଷଣ ରଣନୀତି ସମ୍ପର୍କରେ ଜାତୀୟ ଟାସ୍କଫୋର୍ସର ଆଲୋଚନା

ଜେ ବି ଏନ, ୨୭/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଇସିଏମଆର ପକ୍ଷରୁ ଆଜି କୋଭିଡ-19 ଉପରେ ଜାତୀୟ ଟାସ୍କ ଫୋର୍ସର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୀତି ଆୟୋଗର ସଦସ୍ୟ ପ୍ରଫେସର ବିନୋଦ ପଲ ଏବଂ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଆଇସିଏମଆରର ମହାନିର୍ଦ୍ଦେଶକ ପ୍ରଫେସର ବଳରାମ ଭାର୍ଗବ ସହଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଏମ୍ସ ନିର୍ଦ୍ଦେଶକ ପ୍ରଫେସର ରଣଦୀପ ଗୁଲେରିଆ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ), ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ), ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମଆରର ଅନ୍ୟ ପ୍ରତିନିଧିଙ୍କ ସମେତ ସ୍ୱାଧୀନ ବିଷୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ।

 

ନିକଟରେ ବ୍ରିଟେନରେ ସାର୍ସ କୋଭ-2ର ନୂଆ ଷ୍ଟ୍ରେନ ଦେଖାଦେବା ପରେ ପରୀକ୍ଷଣ, ଚିକିତ୍ସା ଏବଂ ନିରୀକ୍ଷଣରେ ପ୍ରମାଣ ଆଧାରିତ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିବା ଟାସ୍କଫୋର୍ସର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଭାରିଆଣ୍ଟ ଷ୍ଟ୍ରେନରେ 14 ଟି ଅଣ-ସମକକ୍ଷ (ଆମିନୋ ଏସିଡ୍ ପରିବର୍ତ୍ତନ) ପରିବର୍ତ୍ତନ, 6 ଟି ସମକକ୍ଷ (ଅଣ ଆମିନୋ-ଏସିଡ୍ ପରିବର୍ତ୍ତନ) ଏବଂ 3 ଟି ବିଲୋପନ ଅଛି। ସ୍ପାଇକ୍ (ଏସ) ଜିନରେ ଆଠଟି ମ୍ୟୁଟେସନ(ପରିବର୍ତ୍ତନ) ଉପସ୍ଥିତ ଅଛି ଯାହା ଏସିଇ2 ରିସେପ୍ଟରଗୁଡିକର ବାଇଣ୍ଡିଂ ସାଇଟ୍ (ରିସେପ୍ଟର ବାଇଣ୍ଡିଂ ଡୋମେନ୍) ବହନ କରିଥାଏ, ଯାହା ହେଉଛି ମାନବ ଶ୍ୱାସକ୍ରିୟାରେ ଜୀବାଣୁ ପ୍ରବେଶ କରିବାର ବିନ୍ଦୁ।

 

ବର୍ତ୍ତମାନ ସାର୍ସ କୋଭ-2 ପାଇଁ ରହିଥିବା ଜାତୀୟ ଚିକିତ୍ସା ପଦ୍ଧତି, ପରୀକ୍ଷଣ ରଣନୀତି ଏବଂ ନିରୀକ୍ଷଣ ରଣନୀତି ସହିତ ବ୍ରିଟେନର ନୂଆ ଷ୍ଟ୍ରେନ ପାଇଁ କିପରି ରଣନୀତି ଅବଲମ୍ବନ କରାଯିବ ସେ ସମ୍ପର୍କରେ ଟାସ୍କଫୋର୍ସ ବିସ୍ତୃତ ଭାବେ ଆଲୋଚନା କରିଥିଲା। ବ୍ରିଟେନରେ ଠାବ ହୋଇଥିବା ଷ୍ଟ୍ରେନର ସଂକ୍ରମଣ ଆଶଙ୍କା ଅଧିକ ରହିଥିବାରୁ ଏହାକୁ ଠାବ କରିବା ଏବଂ ଭାରତରେ ଏହାର ଦ୍ରୁତ ସଂକ୍ରମଣକୁ ରୋକିବା ଲାଗି ଏଥିରେ ସଂକ୍ରମିତ ଲୋକଙ୍କୁ ଶୀଘ୍ର ଚିହ୍ନଟ କରିବା ଉପରେ ବୈଠକରେ ଜୋର ଦିଆଯାଇଥିଲା।

 

ନୂଆ ଷ୍ଟ୍ରେନ ଦେଖାଦେବା ସ୍ଥିତିରେ ଚିକିତ୍ସା ପଦ୍ଧତିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ଟାସ୍କଫୋର୍ସ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଆହୁରି, ଆଇସିଏମଆର ପକ୍ଷରୁ ସବୁବେଳେ ସାର୍ସ-କୋଭ-2 ପରୀକ୍ଷଣ ପାଇଁ ଦୁଇ କିମ୍ବା ତତୋଧିକ ଜିନ ଆସେ ପରୀକ୍ଷଣ ସପକ୍ଷରେ ଜୋର ଦେଇଥିବା କାରଣରୁ ବର୍ତ୍ତମାନର ପରୀକ୍ଷଣ ରଣନୀତିରେ ସଂକ୍ରମିତ ମାମଲା ଚିହ୍ନଟ ବିଫଳତା ସମ୍ଭାବନା ନାହିଁ।

 

ବିଶେଷ କରି ବ୍ରିଟେନରୁ ଆସୁଥିବା ନୂଆ ଷ୍ଟ୍ରେନକୁ ଦେଖି ବର୍ତ୍ତମାନର ନିରୀକ୍ଷଣ ରଣନୀତି ଅତିରିକ୍ତ ସାର୍ସ-କୋଭ-2 ପାଇଁ ପରିବର୍ଦ୍ଧିତ ଜେନୋମିକ ନିରୀକ୍ଷଣ କରାଯିବାକୁ ଟାସ୍କଫୋର୍ସ ପକ୍ଷରୁ ସୁପାରିସ କରାଯାଇଛି। ସାର୍ସ-କୋଭ-2ର ପରିବର୍ତ୍ତିତ ଭୂତାଣୁ ବ୍ରିଟେନରେ ଠାବ କରାଯିବ ଏବଂ ଅନ୍ୟ ଦେଶଗୁଡ଼ିକ ଏହି ଦିଗରେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଏନସିଡିସି ପକ୍ଷରୁ ଭାରତ ସରକାରଙ୍କୁ ସୂଚୀତ କରାଯାଇଛି। ଏହି ପରିସ୍ଥିତିକୁ ସକ୍ରିୟ ଭାବେ ଅନୁଧ୍ୟାନ କରାଯାଉଛି। ଏହି ପରିବର୍ତ୍ତିତ ଭୂତାଣୁକୁ ଚିହ୍ନଟ କରିବା ଏବଂ ଅବରୋଧ କରିବା ନିମନ୍ତେ ଏକ ରଣନୀତି କାର୍ଯ୍ୟକାରୀ କରାଯାଇଛି।

 

ଏହି ରଣନୀତିର ବୈଶିଷ୍ଟ୍ୟଗୁଡ଼ିକ ହେଲା:

 

କ. ପ୍ରବେଶ ପଥରେ (ଭାରତର ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରରେ):

 

21 ଡିସେମ୍ବର-23 ଡିସେମ୍ବର ମଧ୍ୟରେ ବ୍ରିଟେନରୁ ଆସି ପହଞ୍ଚିଥିବା ସମସ୍ତ ଯାତ୍ରୀଙ୍କୁ ବିମାନବନ୍ଦରରେ ପରୀକ୍ଷଣ କରାଯାଉଛି।

କେବଳ ଆରଟି-ପିସିଆର ପରୀକ୍ଷଣ ରିପୋର୍ଟ ଉପଲବ୍ଧ ଥିଲେ, ନେନେଟିଭ ଯାତ୍ରୀମାନଙ୍କୁ ବିମାନବନ୍ଦରରେ ପ୍ରବେଶ କରିବା ନିମନ୍ତେ ଅନୁମତି ଦିଆଯିବ।

ପଜିଟିଭ ହେଉଥିବା ସମସ୍ତ ଯାତ୍ରୀଙ୍କୁ ସଂସ୍ଥାଗତ ସଙ୍ଗରୋଧରେ ରଖାଯିବ ଏବଂ ସେମାନଙ୍କର ନମୁନା ହୋଲ ଜେନୋମ ସିକୁଏନ୍ସି (ଡବ୍ଲୁଜିଏସ) ପାଇଁ ପଠାଯିବ।

ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇନଥିବା ସୁନିଶ୍ଚିତ ହେବା ପରେ ହିଁ ଯାଇ ପ୍ରଚଳିତ ପରିଚାଳନା ପ୍ରୋଟୋକଲ ଅନୁଯାୟୀ ପଜିଟିଭମାନଙ୍କୁ ସଂସ୍ଥାଗତ ସଙ୍ଗରୋଧ ଛାଡ଼ିବା ନିମନ୍ତେ ଅନୁମତି ମିଳିବ।

ପଜିଟିଭ ମାମଲାର ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିମାନଙ୍କୁ ସଙ୍ଗରୋଧ ସୁବିଧାରେ ରଖାଯିବ ଏବଂ ଆଇସିଏମଆର ଗାଇଡଲାଇନ ଅନୁଯାୟୀ ସେମାନଙ୍କର ପରୀକ୍ଷା କରାଯିବ।

ଖ. ଗୋଷ୍ଠୀ ନିରୀକ୍ଷଣ :

 

ବିଗତ 28 ଦିନ ମଧ୍ୟରେ ବ୍ରିଟେନରୁ ଆସିଥିବା ଯାତ୍ରୀମାନଙ୍କର ସୂଚନା ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଇମିଗ୍ରେସନ ବ୍ୟୁରୋ ପକ୍ଷରୁ ପ୍ରଦାନ କରାଯାଇଛି।

25 ନଭେମ୍ବର-20 ଡିସେମ୍ବର ମଧ୍ୟରେ ବ୍ରିଟେନରୁ ଆସିଥିବା ଯାତ୍ରୀମାନଙ୍କୁ ଆଇଡିଏସପି ରାଜ୍ୟ ସର୍ଭିଲେନ୍ସ ୟୁନିଟ (ଏସଏସୟୁ) ଏବଂ ଜିଲ୍ଲା ସର୍ଭିଲେନ୍ସ ୟୁନିଟ (ଡିଏସୟୁ) ପକ୍ଷରୁ ଟ୍ରାକ କରାଯାଉଛି।

ଆଇସିଏମଆର ଗାଇଡଲାଇନ ଅନୁଯାୟୀ ଏହି ସବୁ ଯାତ୍ରୀମାନଙ୍କର ନମୁନା ପରୀକ୍ଷା କରାଯାଉଛି ଏବଂ ସମସ୍ତ ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ସଂସ୍ଥାଗତ ସଂଗରୋଧରେ ରଖାଯାଉଛି।

ସମସ୍ତ ପଜିଟିଭ ମାମଲାର ନମୁନା ଡବ୍ଲୁଜିଏସ ପାଇଁ ପଠାଯାଉଛି।

ଏହି ପଜିଟିଭ ମାମଲାଗୁଡ଼ଇକର ସମ୍ପ୍ରସାରିତ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ଏବଂ ସେମାନଙ୍କୁ ସଂସ୍ଥାଗତ ପୃଥକବାସରେ ରଖାଯାଉଛି।

14 ଦିନ ପରେ ଦୁଇଟି ନମୁନା ନେଗେଟିଭ ଆସିବା ପରେ ପଜିଟିଭ ମାମଲାଗୁଡ଼ିକୁ ଛଡ଼ାଯାଉଛି।

ଗ. ସମ୍ଭାବ୍ୟ ନିରୀକ୍ଷଣ

 

ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରୁ 5% ପଜିଟିଭ ମାମଲାର ଡବ୍ଲୁଜିଏସ ପରୀକ୍ଷା ପାଇଁ ପଠାଯାଉଛି।

50 ଜଣ ବ୍ରିଟେନ ଫେରନ୍ତାଙ୍କ ନମୁନା ସିକୁଏନ୍ସିଂ ପାଇଁ ମାନ୍ୟତାପ୍ରାପ୍ତ ପରୀକ୍ଷାଗାରଗୁଡ଼ିକୁ ପଠାଯାଇଛି। ଏନସିଡିସିର ଅଧ୍ୟକ୍ଷତାରେ ଏକ ଜେନମିକ ସର୍ଭିଲେନ୍ସ କନସୋର୍ସିଅମ, ଆଇଏନଏସଏସିଓଜି ଗଠନ କରାଯାଇଛି। ଏହି କନସୋର୍ସିୟମରେ ଥିବା ଅନ୍ୟ ପରୀକ୍ଷାଗାରଗୁଡ଼ିକ ହେଲେ : ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ, ନୂଆଦିଲ୍ଲୀ; ସିଏସଆଇଆର-ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜି, ଦିଲ୍ଲୀ, ସିଏସଆଇଆର-ସେଣ୍ଟର ଫର ସେଲୁଲାର ଆଣ୍ଡ ମୋଲିକୁଲାର ବାୟୋଲୋଜି, ହାଇଦ୍ରାବାଦ; ଡିବିଟି-ଇନଷ୍ଟିଚ୍ୟୁଟ ଅଫ ଲାଇଫସାଇନ୍ସେସ, ଭୁବନେଶ୍ୱର; ଡିବିଟି-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋମେଡ଼ିକାଲ ଜେନୋମିକ୍ସ, କଲ୍ୟାଣୀ; ଡିବିଟି-ଇନଷ୍ଟେମ-ନ୍ୟାସନାଲ ସେଣ୍ଟର ଫର ବାୟୋଲୋଜିକାଲ ସାଇନ୍ସେସ, ବେଙ୍ଗାଲୁରୁ; ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହେଲ୍ଥ ଆଣ୍ଡ ନ୍ୟୁରୋସାଇନ୍ସେସ(ନିମହାନ୍ସ), ବେଙ୍ଗାଲୁରୁ; ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି, ପୁଣେ।

ବ୍ରିଟେନର ସାର୍ସକୋଭ-2 ଷ୍ଟ୍ରେନକୁ ଆଗୁଆ ଠାବ ଏବଂ ଅବରୋଧ ନିମନ୍ତେ ଜେନୋମିକ ସର୍ଭିଲେନ୍ସ ବଢ଼ାଇବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ତେବେ ସାର୍ସକୋଭ-2 ଭୂତାଣୁ ବାରମ୍ବାର ରୂପ ବଦଳାଉଥିବାରୁ ଅନ୍ୟ ଆରଏନଏ ଭାଇରସ ବିଷୟରେ ଜାଣିବା ମଧ୍ୟ ଜରୁରି। ସାମାଜିକ ଦୂରତା, ହାତ ସଫା ରଖିବା, ମାସ୍କ ପିନ୍ଧିବା ଏବଂ ଉପଲବ୍ଧ ହେଲେ ଏକ ପ୍ରଭାବୀ ଟୀକା ମାଧ୍ୟମରେ ମଧ୍ୟ ଭୂତାଣରୁ ପରିବର୍ତ୍ତିତ ରୂପକୁ ଅବରୋଧ କରିବା ସମ୍ଭବ ହୋଇପାରିବ।

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech