୨୦୧୧ ବ୍ୟାଚ ର ବନ୍ଧୁ ମିଳନ

ଜେ ବି ଏନ, ୨୭/୧୨/୨୦୨୦, ରିପୋର୍ଟ, ବ୍ୟୁରୋ, BD), ଜଗତସିଂହପୁର: ରଘୁନାଥପୁର ବ୍ଲକ ର ଦେଉଳିସାହି ସ୍ଥିତ ଅନ୍ତ୍ୟଦୟ ଉଚ୍ଚ ବିଦ୍ୟାଳୟ ର 2011 ବ୍ୟାଚ ର ଆଜି ଏ ମହାମାରୀ ସମୟ ରେ ବନ୍ଧୁ ମିଳନ ଶିତେଲେଶ୍ୱର ମହାଦେବ ହୋଇ ଯାଇଛି , ଆଗକୁ ସମାଜ ପାଇଁ ନିଜକୁ ଲଗାଇ ସମାଜ ପାଇଁ କାମ ସହ ଦେଶ ମାତୃଭୂମି ପାଇଁ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ ଏହି କାର୍ଯ୍ୟକ୍ରମ ରେ ବଳରାମ ଦଳାଇ , ଅନୀଲ କୁମାର ରାଉତ , ପ୍ରଦୀପ ସେଠୀ , ଦୀପ୍ତି ରଞ୍ଜନ ସ୍ୱାଇଁ , ସୁଚାରିତ ସ୍ୱାଇଁ , ମୋନାଲିସ ସ୍ୱାଇଁ , ରୋଜଳୀନ ପାତ୍ର, ଶୁଭଶ୍ରୀ ପ୍ରିୟଦର୍ଶିନୀ , ଦେବାଶିଷ ଦଳାଇ , ସାଇଦତ ମହାନ୍ତି ,ଭବାନୀ ଦିବେଦି ,ସମ୍ୟରଂଜନ ରାଉତ ଆଦି ସମସ୍ତ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ।



