ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ବିବାଦ : ବିଜେପିର ଆନ୍ଦୋଳନ

ଜେ ବି ଏନ, ୨୮/୧୨/୨୦୨୦, (ରିପୋର୍ଟ, ସିପୁନ୍ ସାହୁ), ଛେଣ୍ଡିପଦା : ଆଜି ଛେଣ୍ଡିପଦା ବ୍ଲକ ଠାରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟି ଆନ୍ଦୋଳନ କରିଛି l ଗରୀବ ଲୋକଙ୍କୁ ଯେଉଁ ପକା ଘର ଦିଆ ହେଉଛି ତାହା ବିଜୁ ପକା ଘର ନା ତାହା ପ୍ରଧାନମନ୍ତ୍ରୀ ଆବାସ l କାହିଁକି ସେଠାରେ ଲେଖା ହେଉଚି ବିଜୁ ପକା ଘର l ଯଦି ଘର ଏଥି ପତି ତେବେ ସଜାଗ କରିବା ପାଇଁ ଆଜି ଛେଣ୍ଡିପଦା ବ୍ଲକ ଠାରେ ବିଜେପିର ଆନ୍ଦୋଳନ ଚାଲିଥିଲା ଏବଂ ଏଥି ପାଇଁ ସେ ମଧ୍ୟ ଲିଖିତ ଆକାରରେ ଥାନା ରେ ମଧ୍ୟ ଆସନ୍ତା କଲି ଅଭିଯୋଗ ମଧ୍ୟ କରିବେ ବୋଲି ମଧ୍ୟ କହିଅଛନ୍ତି।



