ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସ୍ଵଚ୍ଛ ଭାରତ୍ ମିସନ ଅନୁଷ୍ଠିତ ହୋଇଯାଇଛି

ଜେ. ବି. ଏନ୍ (୨୮/୧୨ /୨୦୨୦)
ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ଲକ୍ଷ୍ମୀବଜାରର ୧୧ ନମ୍ଵର ୱାର୍ଡରେ ଆଜି ମହାଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ଆଜି ସ୍ୱଚ୍ଛ ଭାରତ ଅଭିଯାନ କାରାଯାଇଛି। ଏଥିରେ ରାସ୍ତା ଘାଟ ନାଳ ନର୍ଦମା ସଫା କରାଯାଇ ଥିଲା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ୧୨ ଜଣ ମହିଳା ଯୋଗ ଦେଇଥିଲେ, ଏବଂ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମାନଙ୍କୁ ମାକ୍ସ ବଣ୍ଟନ କାର୍ଯ୍ୟ କ୍ରମ କରାଯାଇଥିଲା। ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିବା ସଦସ୍ୟ ମାନେ ହେଲେ – କଳ୍ପନା ମହାପାତ୍ର, ଚମ୍ପା ମହାପାତ୍ର, ମିତା ମହାପାତ୍ର, କବିତା ମହାପାତ୍ର, ସ୍ଵର୍ଣ୍ଣଲତା ମହାପାତ୍ର, ଅମ୍ବିକା ପାତ୍ର, ମଞ୍ଜୁଲତା ମହାପାତ୍ର, ରୀତା ରାଣୀ ମହାପାତ୍ର, ଶାନ୍ତିଲତା ଷଡଙ୍ଗୀ, ରଞ୍ଜୁଲତା ସାହୁ, କବିତା ମହାପାତ୍ର, ମାମି ମହାପାତ୍ର।



