Spread the love

ଧନତେରସ ଓ ଦୀପାବଳି ଉପଲକ୍ଷେ ସୁନା ଓ ରୂପା ଗହଣାରେ ଶ୍ରୀଗଣେଶ ଜୁଏଲର୍ଶ ତରଫରୁ ଆକର୍ଷଣୀୟ ଅଫର୍

ପବିତ୍ର ଧନତେରସ ଓ ଦୀପାବଳିର ଶୁଭ ଅବସରରେ ସମସ୍ତ ଢେଙ୍କାନାଳବାସୀ ତଥା ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ପାର୍ବଣର ଏହି ଖୁସିକୁ ଆହୁରି ସ୍ମରଣୀୟ କରିବା ପାଇଁ ଶ୍ରୀଗଣେଶ ଜୁଏଲର୍ଶ ଢେ଼ଙ୍କାନାଳ ତରଫରୁ ଆପଣଙ୍କ ପାଇଁ ରହିଛି ସୁନା ଓ ରୂପା ଗହଣାର ଆକର୍ଷଣୀୟ ସମ୍ଭାର ସହ ସ୍ୱତନ୍ତ୍ର ଅଫର୍।

ଏଠାରେ ଉପଲବ୍ଧ ରହିଛି ଅଲ୍ଟ୍ରା ଲାଇଟ୍ ଓଜନର ଆଧୁନିକ ତଥା ମନଲୋଭା ଡିଜାଇନ୍‌ର ବିଭିନ୍ନ ପ୍ରକାର ସୁନା ଗହଣା ରୂପା। ଆପଣଙ୍କ ପସନ୍ଦ ଓ ଆବଶ୍ୟକତା ଅନୁସାରେ ଛୋଟରୁ ବଡ଼ ସବୁ ପ୍ରକାର ଗହଣାର ରହିଛି ବ୍ୟାପକ ସମ୍ଭାର।

ବିଶେଷ ଆକର୍ଷଣ ହେଉଛି ରୂପା ଗହଣା ଉପରେ ୫୦ ପ୍ରତିଶତ ରିହାତି ଏବଂ ସୁନା ଗହଣାର ମେକିଂ ଚାର୍ଜ ଉପରେ ରହିଛି ସ୍ୱତନ୍ତ୍ର ଫ୍ଲାଟ୍ ଅଫର୍।

ବର୍ତ୍ତମାନ ସୁନା ଦରରେ ସଂଶୋଧନ ଆସିଥିବାରୁ ଏହାକୁ ଗହଣା କିଣିବାର ଏକ ଭଲ ସୁଯୋଗ ଭାବେ ନେଇପାରିବେ ଗ୍ରାହକ।

ବିଶେଷକରି ନିଜ ପରିବାରର ଭବିଷ୍ୟତ, ବିବାହ, ବ୍ରତଘର ଓ ଅନ୍ୟାନ୍ୟ ଶୁଭକାର୍ଯ୍ୟ ପାଇଁ ସୁନା ଓ ରୂପା ଗହଣା କିଣିବାକୁ ଚାହୁଁଥିଲେ, ଏହି ସୁଯୋଗର ସଦୁପଯୋଗ କରନ୍ତୁ।

ତେଣୁ ଆଉ ଡେରି କାହିଁକି? ଆଜି ହିଁ ପରିଦର୍ଶନ କରନ୍ତୁ ଶ୍ରୀଗଣେଶ ଜୁଏଲର୍ଶ ଲକ୍ଷ୍ମୀ ବଜାର,ଢେ଼ଙ୍କାନାଳ ଓ ଜବାହାରଚୌକ ,ଢେ଼ଙ୍କାନାଳ ଆପଣଙ୍କ ପସନ୍ଦର ଗହଣା ପ୍ରତିଷ୍ଠାନ ଏବଂ ମନପସନ୍ଦର ଡିଜାଇନ୍ ସହ ପାଳନ କରନ୍ତୁ ଏହି ପାର୍ବଣକୁ ଆହୁରି ଖାସ୍।
ଶ୍ରୀଗଣେଶ ଜୁଏଲର୍ଶ ପ୍ରୋପାଇଟର ରାଜେଶ ସୋନି ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *