ଧନତେରସ ଓ ଦୀପାବଳି ଉପଲକ୍ଷେ ସୁନା ଓ ରୂପା ଗହଣାରେ ଶ୍ରୀ ରତ୍ନ ଅଳଙ୍କାର ତରଫରୁ ଆକର୍ଷଣୀୟ ଅଫର୍
ପବିତ୍ର ଧନତେରସ ଓ ଦୀପାବଳିର ଶୁଭ ଅବସରରେ ସମସ୍ତ ଢେଙ୍କାନାଳବାସୀ ତଥା ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ପାର୍ବଣର ଏହି ଖୁସିକୁ ଆହୁରି ସ୍ମରଣୀୟ କରିବା ପାଇଁ ଶ୍ରୀ ରତ୍ନ ଅଳଙ୍କାର ଢେ଼ଙ୍କାନାଳ ତରଫରୁ ଆପଣଙ୍କ ପାଇଁ ରହିଛି ସୁନା ଓ ରୂପା ଗହଣାର ଆକର୍ଷଣୀୟ ସମ୍ଭାର ସହ ସ୍ୱତନ୍ତ୍ର ଅଫର୍।
ଏଠାରେ ଉପଲବ୍ଧ ରହିଛି ମନଲୋଭା ଡିଜାଇନ୍ର ବିଭିନ୍ନ ପ୍ରକାର ସୁନା ଗହଣା ରୂପା। ଆପଣଙ୍କ ପସନ୍ଦ ଓ ଆବଶ୍ୟକତା ଅନୁସାରେ ଛୋଟରୁ ବଡ଼ ସବୁ ପ୍ରକାର ଗହଣାର ରହିଛି ବ୍ୟାପକ ସମ୍ଭାର।
ବିଶେଷ ଆକର୍ଷଣ ହେଉଛି ରୂପା ଗହଣା ସୁନା ଗହଣାର ମେକିଂ ଚାର୍ଜ ଫ୍ଲାଟ୍ ୮୯୯ ଟଙ୍କା।
ବର୍ତ୍ତମାନ ସୁନା ଦରରେ ସଂଶୋଧନ ଆସିଥିବାରୁ ଏହାକୁ ଗହଣା କିଣିବାର ଏକ ଭଲ ସୁଯୋଗ ଭାବେ ନେଇପାରିବେ ଗ୍ରାହକ।
ତେଣୁ ଆଉ ଡେରି କାହିଁକି? ଆଜି ହିଁ ପରିଦର୍ଶନ କରନ୍ତୁ ରତ୍ନ ଅଳଙ୍କାର ମିନା ବଜାର,ଢେ଼ଙ୍କାନାଳ ଓ ଶ୍ରୀ ରତ୍ନ ଅଳଙ୍କାର ଜେସ ମାର୍କେଟ କମ୍ପ୍ଲେକ୍ସ ଲକ୍ଷ୍ମୀ ବଜାର ,ଢେ଼ଙ୍କାନାଳ ଆପଣଙ୍କ ପସନ୍ଦର ଗହଣା ପ୍ରତିଷ୍ଠାନ ଏବଂ ମନପସନ୍ଦର ଡିଜାଇନ୍ ସହ ପାଳନ କରନ୍ତୁ ଏହି ପାର୍ବଣକୁ ଆହୁରି ଖାସ୍।
ଶ୍ରୀ ରତ୍ନ ଅଳଙ୍କାର ପ୍ରୋପାଇଟର ପ୍ରମୋଦ ମହାପାତ୍ର ପ୍ରକାଶ କରିଛନ୍ତି
