Spread the love

ବାତ୍ୟାରେ ଘର କାନ୍ଥ ଭୁସୁଡିଯିବାରୁ, ପରିବାର ମୁଣ୍ଡ ରେ ହାତ ଦେଇ ବସିଛି, .

ଜୁନାଗଡ଼…(ଜାଗ୍ରତ ଭାରତ )ବାତ୍ୟା ବିଗାଡିଦେଲା ଲୋକଙ୍କ ଜନଜୀବନ,ଲୋକଙ୍କ ଚାଷ କ୍ଷତି ହୋଇଯାଇଥିବାର ଦେଖାଦେଇଛି,ଘରଭାଙ୍ଗି ଲୋକେ ହସ୍ତ ସନ୍ତ, ଏମିତି ଏକ ଘଟଣା ଘଟିଛି ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଭର ଖୁଡୁପଡ଼ା ର ଶ୍ରୀ ପ୍ରକାଶ ମାଝୀ ଓ ପତ୍ନୀ ଶ୍ରୀମତୀ ତପସ୍ୱିନୀ ମାଝୀ ର ଘର ରାତ୍ରି ସୋଇଥିବା ସମୟରେ ହଟାତ ବାତ୍ୟା ସମୟରେ ଘରର କାନ୍ଥ ଭୁଷୁଡ଼ି ପଡିଥିବା ଦେଖି ମୁଣ୍ଡ ରେ ହାତ ଦେଇବସିଛି, ଭାବୁଛି ମୁଁ କଣ କରିବି, ମୋ ପରିବାରକୁ କେମିତି ରଖିବି, ଏମିତି ଅନେକ ଚିନ୍ତା ଘାରିରହିଛି,କୁଳି ମଜୁରୀ କଲେ ମୋ ପରିବାର ଚଳେ, ହେଲେ ଏବେ କରିବି କଣ ଏମିତି ଅନେକ ଚିନ୍ତା, ଏହିସମୟରେ ପିଳିକିଆ ସରପଞ୍ଚ ଖବର ପାଇ ଶ୍ରୀମତୀ ସୋଭ୍ୟା ରାଣୀ ସୁନାନୀ, ଘଟଣା ସ୍ଥଳରେ ପହଂଚି, ଘରଭାଙ୍ଗି ଥିବା ପରିବାରକୁ ସ୍ଵନ୍ତନା ଦେଇ ଥିଲେ, ଅଳ୍ପକେ ବଞ୍ଚିଯାଇଥିଲେ ପ୍ରକାଶ ର ପରିବାର,କିନ୍ତୁ ଲେଖିକି ପଞ୍ଚାୟତ କୁ ଜଣାଇ ଥିଲେ, ଫଳରେ ଅଟୀଗାଁ ଆର ଆଇ ଆସି ତଦନ୍ତ କରି ଘରର ଫଟୋ ଉଠେଇ ନେଇଥିଲେ, ହେଲେ ଏ ଯାଇଁ କୋଣସି ମୋ ଘରର ମରାମତି ବା କୋଣସି ପଲିଥିନ ମିଳିନ ଥିବା ଅଭିଯୋଗ କରିଛନ୍ତି, ଏବଂ ସରକାରଙ୍କୁ ଅନୁରୋଧ କରିଛନ୍ତି, ମୁଁ ଗରିବ ଲୋକ ମୋତେ ଘରଟିଏ ମିଳିଲେ ମୁଁ ବହୁତ ଖୁସିହେବି।

Leave a Reply

Your email address will not be published. Required fields are marked *