ଆର୍ ଅଶ୍ୱିନୀଙ୍କ ବିଶ୍ଵ ରେକର୍ଡ : ମେଲବୋର୍ଣ୍ଣ

ଜେ ବି ଏନ, ୨୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ /ମେଲବୋର୍ଣ୍ଣ : ଚଳିତ ଦିତୀୟ ଟେଷ୍ଟ କ୍ରିକେଟ ଆର ଆଶ୍ୱିନ ନୂତନ ବିଶ୍ଵ ରେକର୍ଡ ସୃଷ୍ଟି କରିଛନ୍ତି l ଆର ଅଶ୍ୱିନ୍ ମେଲବୋର୍ଣ୍ଣରେ ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି l ଟେଷ୍ଟ କ୍ରିକେଟ୍ ରେ ବାମହାତୀ ହିସାବରେ ମୁଥିୟା ମୁରଲୀଧରନଙ୍କ ରେକର୍ଡ କାଟି ଏକ ନୂତନ ବିଶ୍ଵ ରେକର୍ଡ ସୃଷ୍ଟି କରିଛନ୍ତି l ଏଥି ସହିତ ୧୯୧ ଜଣ ବାମହାତୀ ଙ୍କ ରେକର୍ଡ କୁ ବିଟ କରିଛନ୍ତି l



