
ଅତିରିକ୍ତ ଡିଜି ପାହ୍ୟା କୁ ପ୍ରୋମୋସନ
(ଜେ ବି ଏନ /ବିନୋଦ କୁମାର) ୨୯/୧୨ /୨୦୨୦ ଭୁବନେଶ୍ବର : ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା, ଏଡିଜି ପାହ୍ୟାକୁ ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର, ୧୯୯୬ ବ୍ୟାଚ୍ର ୩ ଆଇପିଏସଙ୍କୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର , ଅରୁଣ ବୋଥ୍ରାଙ୍କ ସହ ସଂଜୟ ସିଂହ ଓ ସୁନିତା କାକରନ ମଧ୍ୟ ଏଡିଜି ପାହ୍ୟାକୁ ପ୍ରମୋସନ୍ ପାଇଛନ୍ତି।



