ହାତୀ ଆକ୍ରମଣରେ ଯୁବକ ମୃତ !

ଜେ ବି ଏନ୍,୩୦/୧୨/୨୦୨୦(ରିପୋର୍ଟ ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କରତପଟା ଗ୍ରାମର ଗୋପବନ୍ଧୁ ସାହୁ ବୟସ (୬୦)ସେ ପ୍ରତିଦିନ ଭଳି ନିଜ ବଗିଚା କୁ ଜଗିବା ପାଇଁ ଯାଉଥିବା ବେଳେ ଆଜି ସନ୍ଧ୍ୟା ପ୍ରାୟ ୭.୩୦ ସମୟ ହାତୀ ହାବୁଡ଼ରେ ପଡି ଯାଇଥିଲେ, ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।



