ସକାଳେ କଣିହାଁ ଅଞ୍ଚଳରେ ଘନ କୁହୁଡି

ଜେ.ବି.ଏନ୍ ୩୧/୧୨/୨୦, (ରିପୋର୍ଟ୍ ସୌମ୍ୟରଞ୍ଜନ ଶତପଥୀ), କଣିହାଁ: ଶୀତ ର ପ୍ରଭାବ ଅନୁଭୂତ ହେଉଥିବା ବେଳେ ଆଜି ସମଲ୍ ବ୍ଯାରେଜ୍ ରେ ଘନ କୁହୁଡି ଦେଖା ଯାଇଥିଲା। ଆଜି ର ତାପମାତ୍ରା ୧୦ ଡିଗ୍ରୀ ଅଛି। ରାସ୍ତା ରେ ଗାଡ଼ି ଚଳାଇବା କଷ୍ଟ କର ହୋଇଯାଇଛି
।

All rights reserved. Designed by Inter Softech