Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଓଡ଼ିଶା, ତେଲଙ୍ଗାନା, ମାଡ୍ରାସ ଓ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ 4 ଜଣ ବିଚାରପତି ଉନ୍ନୀତ - Jagrat Bharat News

ଓଡ଼ିଶା, ତେଲଙ୍ଗାନା, ମାଡ୍ରାସ ଓ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ 4 ଜଣ ବିଚାରପତି ଉନ୍ନୀତ

ଓଡ଼ିଶା, ତେଲଙ୍ଗାନା, ମାଡ୍ରାସ ଓ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ 4 ଜଣ ବିଚାରପତି ଉନ୍ନୀତ

ଭାରତର ରାଷ୍ଟ୍ରପତି, ଭାରତୀୟ ସମ୍ବିଧାନର ଧାରା 217 ଉପଧାରା 1 ଅନୁସାରେ ନିମ୍ନଲିଖିତ 4 ଜଣ ବିଚାରପତିଙ୍କୁ ହାଇକୋର୍ଟର ବିଚାପତିଭାବେ ଉନ୍ନୀତ କରିଛନ୍ତି । ସେମାନଙ୍କର ନାମ, କାର୍ଯ୍ୟ କରୁଥିବା ହାଇକୋର୍ଟ ଏବଂ ମୁଖ୍ୟ ବିଚାରପତିଭାବେ ନିଯୁକ୍ତ ହୋଇଥିବା ହାଇକୋର୍ଟର ନାମ ନିମ୍ନ ତାଲିକାରେ ପ୍ରଦାନ କରାଯାଇଛି ।

 

S. No.

 

Name of the Judge S/Shri Justice

 

Present High Court

 

High Court where appointed as Chief Justice

 

1

 

Dr. S. Muralidhar

 

Punjab & Haryana

 

Orissa

 

2

 

Ms. HimaKohli

 

Delhi

 

Telangana

 

3

 

Sanjib Banerjee

 

Calcutta

 

Madras

 

4

 

Pankaj Mithal

 

Allahabad

 

Jammu & Kashmir and

 

Ladakh

 

ନ୍ୟାୟ ବିଭାଗ ପକ୍ଷରୁ ଏହି ମର୍ମରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂପୃକ୍ତ ବିଚାରପତିମାନଙ୍କ ସଂକ୍ଷିପ୍ତ ପରିଚୟ ।

 

ଡ. ଜଷ୍ଟିସ ଏସ୍‍. ମୁରଲୀଧର, ବିଏସ୍‍ସି, ଏଲଏଲଏମ୍‍, ପିଏଚଡିଙ୍କ ଜନ୍ମ 1961 ଅଗଷ୍ଟ 8 ତାରିଖରେ । ସେ 1948 ସେପ୍‍ଟେମ୍ବର 12ରେ ଜଣେ ଆଡଭୋକେଟଭାବେ ପଞ୍ଜୀକୃତ ହୋଇଥିଲେ ଏବଂ ଚେନ୍ନଇ ସିଭିଲ କୋର୍ଟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ପରେ ସେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଦେୱାନି, ଫୌଜଦାରୀ, ସାମ୍ବିଧାନିକ, ଶ୍ରମ, ନିର୍ବାଚନ, ଆର୍ବିଟ୍ରେସନ, ସାଧାରଣ ସ୍ୱାର୍ଥଜଡିତ ବିବାଦ, ମାନବ ଅଧିକାର, କଂପାନୀ ବ୍ୟାପାର, ଟିକସ ଓ ସର୍ଭିସ ମାମଲା ଆଦି ପରିଚାଳନା କରିଥିଲେ । ସାମ୍ବିଧାନିକ, ନିର୍ବାଚନ, ପିଆଇଏଲ୍‍, ଫୌଜଦାରୀ ଓ ମାନବାଧିକାର ମାମଲାଗୁଡିକ ପରିଚାଳନାରେ ତାଙ୍କର ସ୍ୱତନ୍ତ୍ର ବ୍ୟୁତ୍ପତ୍ତି ଥିଲା । ଭାରତୀୟ ନିର୍ବାଚନ ଆୟୋଗ, ଭାରତୀୟ ମାନବାଧିକାର କମିସନ, କେନ୍ଦ୍ରୀୟ ଭିଜିଲାନ୍‍ସ କମିସନ ଏବଂ ୟୁଜିସି ଆଦିର ସେ ଓକିଲଭାବେ କାର୍ଯ୍ୟ କରିଥିଲେ । ସୁପ୍ରିମକୋର୍ଟ ଆଇନଗତ ସେବା କମିଟିର ସଦସ୍ୟଭାବେ 2000-2004 ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କର ରହିଛି । 2006 ମେ 29 ତାରିଖରେ ଦିଲ୍ଲୀ ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତିଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ଏହା ପରେ 2007 ଅଗଷ୍ଟ 29ରେ ସେ ସ୍ଥାୟୀ ବିଚାରପତିଭାବେ ଅବସ୍ଥାପିତ ହୋଇଥିଲେ । 2020 ମାର୍ଚ୍ଚ 6ରେ ସେ ହରିଆନା ହାଇକୋର୍ଟକୁ ବଦଳି ହୋଇଥିଲେ ।

 

ବିଚାରପତି କୁମାରୀ ହିମା କୋହଲିଙ୍କ ଶିକ୍ଷାଗତ ଯୋଗ୍ୟତା ଏମଏ ଏଲଏଲବି । ୧୯୫୯ ସେପ୍‍ଟେମ୍ବର 2ରେ ତାଙ୍କର ଜନ୍ମ । 1984 ସେପ୍‍ଟେମ୍ବର 20ରେ ସେ ଜଣେ ଆଡଭୋକେଟଭାବେ ପଞ୍ଜୀକୃତ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟରେ ସେ ଦେୱାନି, ସାମ୍ବିଧାନିକ, ଶ୍ରମ, କଂପାନୀ ଓ ସର୍ଭିସ ବ୍ୟାପାରରେ ବିଭିନ୍ନ ମାମଲା ପରିଚାଳନା କରୁଥିଲେ । ତାଙ୍କର ଦେୱାନି ମାମଲା ପରିଚାଳନାରେ ସ୍ୱତନ୍ତ୍ରତା ରହିଛି । 2006 ମେ 29ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତିଭାବେ ନିଯୁକ୍ତି ଦିଆଯାଇଥିଲା । 2007 ଅଗଷ୍ଟ 29ରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ ।

 

ଜଷ୍ଟିସ ପଙ୍କଜ ମିତ୍ତଲ ବି.କମ୍‍ ପରେ ଆଇନରେ ଡିଗ୍ରୀ ହାସଲ କରିଥିଲେ । 1961 ଜୁନ୍‍ 17ରେ ତାଙ୍କର ଜନ୍ମ । 1985 ସେପ୍‍ଟେମ୍ବର 22ରେ ଆଡଭୋକେଟଭାବେ ପଞ୍ଜୀକୃତ ହେବା ପରେ ସେ ଆହ୍ଲାବାଦ ହାଇକୋର୍ଟରେ ଦେୱାନି, ସାମ୍ବିଧାନିକ, ଶ୍ରମ ଓ ସର୍ଭିସ ମାମଲାଗୁଡିକ ଦୀର୍ଘ 20 ବର୍ଷ ପରିଚାଳନା କରିଥିଲେ । ଭୂମି ଅଧିଗ୍ରହଣ, ରେଣ୍ଟ କଣ୍ଟ୍ରୋଲ ଏବଂ ଶିକ୍ଷା ଆଦି ମାମଲା ପରିଚାଳନାରେ ତାଙ୍କର ବିଶେଷ ଅଭିଜ୍ଞତା ଓ ଦକ୍ଷତା ରହିଛି । 2006 ଜୁଲାଇ 7ରେ ସେ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତିଭାବେ ନିଯୁକ୍ତି ପାଇଥିଲେ ଏବଂ 2008 ଜୁଲାଇ 2ରେ ତାଙ୍କୁ ସ୍ଥାୟୀ ବିଚାରପତି କରାଯାଇଥିଲା ।

 

ବିଚାରପତି ଶ୍ରୀ ସଞ୍ଜୀବ ବାନାର୍ଜୀ ସମ୍ମାନ ସହ ବିଏସ୍‍ସିରେ ଡିଗ୍ରୀ ହାସଲ କରିବା ପରେ ଏଲଏଲବି କରିଥିଲେ । 1961 ନଭେମ୍ବର 2ରେ ତାଙ୍କର ଜନ୍ମ । 1990 ନଭେମ୍ବର 21ରେ ଜଣେ ଆଡଭୋକେଟଭାବେ ସେ ପଞ୍ଜୀକୃତ ହୋଇଥିଲେ ଏବଂ ତା ପରେ ସୁପ୍ରିମକୋର୍ଟ ଓ କଲକାତା ହାଇକୋର୍ଟରେ ମାମଲା ପରିଚାଳନା କରିଥିଲେ । ଦେୱାନି, କଂପାନୀ, ଆର୍ବିଟ୍ରେସନ ଏବଂ ସାମ୍ବିଧାନିକ ମାମଲାଗୁଡିକ ସେ ପରିଚାଳନା କରୁଥଲେ ହେଁ କଂପାନୀ ବ୍ୟାପାର, ବୌଦ୍ଧିକ ସ୍ୱତ୍ୱାଧିକାର ଏବଂ ଆର୍ବିଟ୍ରେସନ ଆଇନରେ ତାଙ୍କର ବିଶେଷତ୍ୱ ଥିଲା । କଲକାତା ହାଇକୋର୍ଟର ଜଣେ ସ୍ଥାୟୀ ବିଚାରପତିଭାବେ 2006 ଜୁନ୍‍ 22ରେ ସେ ନିଯୁକ୍ତି ପାଇଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech