ଆର୍ ଟି ଓ କାର୍ଯ୍ୟାଳୟ ସମ୍ମୁଖରୁ ତିନି ଦଲାଲ ଗିରଫ

ଜେ ବି ଏନ, ୨୨/୦୧ /୨୦୨୧, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), କଟକ : ଆଜି କଟକ ଜିଲ୍ଲାର ସ୍ଥାନୀୟ ଆର ଟି ଓ କାର୍ଯ୍ୟାଳୟ ସମ୍ମୁଖରେ ଦଲାଲ ବୁଲୁଥିବାର ଖବର ପାଇ ଲାଲବାଗ୍ ପୁଲିସ ପକ୍ଷରୁ ଚଢ଼ାଉ କରି ୩ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସେଇ ଦୁର୍ବୃତ୍ତମାନେ ହେଲେ ଧିରଞ୍ଚି ନାରାୟଣ ପାତ୍ର, ପ୍ରଭାତ ସାହୁ ଏବଂ ମାନସ କୁମାର ବେହେରା l ତାଙ୍କୁ ପି ଏସ୍ କେସ ନମ୍ବର :- U/S 419/420/120(B) IPC ଧାରା ରେ କୋର୍ଟ ଚାଲାଣ କରାଯାଇଛି l
ତାଙ୍କ ନିକଟ ରୁ ବହୁ ମାତ୍ରା ରେ ଟଙ୍କା ଆଉ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ପୁଲିସ ଜବତ କରିଛି l




