ରାମ ମନ୍ଦିର ନିର୍ମାଣ ପାଇଁ ରାମ ରଥ ଧରି ନିଧିସଗ୍ରହରେ ବଜରଙ୍ଗଳ ବିଶ୍ବହିନ୍ଦୁ ପରିଷଦ ତରଫରୁ ପଦଯାତ୍ରା


ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଅଯୋଧ୍ୟା ରାମ ମନ୍ଦିର ପାଇଁ ଯାଜପୁର ଜିଲ୍ଲା ସୁକିନ୍ଦା ପ୍ରଖଣ୍ଡରେ କଳିଙ୍ଗନଗର ଠାରେ ଭୈବ ମନ୍ଦିର ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କୁ ନେଇ ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ରାମ ରଥର ସଚେତନା ରଥ ପଦଯାତ୍ରା। ଏହି ଭୈବମନ୍ଦିର ରାମ ମନ୍ଦିର ନିର୍ମାଣ ପାଇଁ ଗତ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ଠାରୁ ନିଧି ସଂଗ୍ରହ କାର୍ଯ୍ୟ ଅାରମ୍ଭ ହୋଇଥିଲା।ଆଜି ସେହି ନିଧି ସଂଗ୍ରହ ର ଉଦ୍ଜପନା ଦିବସ ରେ ସୁକିନ୍ଦା ପ୍ରଖଣ୍ଡର ପ୍ରମୁଖୁ ମୃତ୍ୟୁଞୟ ଦେଓ ୫୧ ହଜାର ଟଙ୍କା ଦେଇଛନ୍ତି ରାମ ମନ୍ଦିର ନିର୍ମାଣ ପାଇଁ।ରାମ ରଥ ସଚେତନତା ରେ ବହୁ ମାତ୍ରାରେ ହିନ୍ଦୁ ପରିବାର ମା ଭଉଣୀମାନେ ଭାଇ ମାନେ ସମସ୍ତେ ଯୋଗ ଦେଇଥିଲେ। ହିନ୍ଦୁ ପରିବାର ଓ ସନାତନ ଧର୍ମ ର ଲୋକ ଙ୍କ ଠାରୁ ରାମ ରଥ ବୁଲି ସଚେତନତା ଦ୍ଵାରା ନିଧି ସଂଗ୍ରହ କରି ରାମ ଜନ୍ମ ଭୂମିକୁ ଦିଆଯିବ।ସେହି ନିଧି ସଂଗ୍ରହ ଦ୍ଵାରା ରାମ ମନ୍ଦିର ନିର୍ମାଣ ହେବ ଅଯୋଧ୍ୟାରେ ।ଏହି ନିଧି ସଂଗ୍ରହ ଶ୍ଵରସତି ପୂଜା ପର୍ଯ୍ୟନ୍ତ ଚାଲିବ ଓ ୫୦୦ ବର୍ଷର ସ୍ୱପ ଆଜି ଭାରତର ହିନ୍ଦୁ ପରିବାର ପୁରଣ ହୋଇଛି। ଯେଉଁ ରାମ ମନ୍ଦିର ନିର୍ମାଣ ପାଇଁ ଶହଶହ ହିନ୍ଦୁ ପ୍ରାଣ ହରାଇଥିଲେ ସେ ଏକ ଇତିହାସ ପାଲଟି ଥିଲା।ଆଜି ସେହି ଇତିହାସ ୫୦୦ବର୍ଷର ସ୍ୱପନ କୁ ହିନ୍ଦୁ ପରିବାର ର ଗୈାରବ ଫେରାଇ ଆଣିବା ବିଜୟ ଲାଭ କରିବା ହୋଇଛି ଏକ ଉଜ୍ଜ୍ୱଳ ମୟ ।ସେହି ରାମ ମନ୍ଦିର ନିର୍ମାଣ ହେବ ଶହ ଶହ ହିନ୍ଦୁ ପରିବାର ଙ୍କ ନିଧି ସଂଗ୍ରହ ରେ ବୋଲି ସୁକିନ୍ଦା ପ୍ରଖଣ୍ଡର ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ସୁକିନ୍ଦା ପ୍ରଖଣ୍ଡ ପ୍ରମୁଖୁ ମୃତ୍ୟୁଞୟ ଦେଓ କହିଥିଲେ।





