ଓଡ଼ିଶା ର କଂଗ୍ରେସ ପ୍ରଭାରୀ ଚେଲା କୁମାର ଦୁଇ ଦିନ ଓଡ଼ିଶା ଗ୍ରସ୍ତ କାର୍ଯ୍ୟକ୍ରମ ସମୟରେ ବ୍ରହ୍ମପୁର ଗସ୍ତ

ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଓଡ଼ିଶା ର କଂଗ୍ରେସ ପ୍ରଭାରୀ ଚେଲା କୁମାର ଦୁଇ ଦିନ ଓଡ଼ିଶା ଗ୍ରସ୍ତ କାର୍ଯ୍ୟକ୍ରମ ସମୟୋରେ ଆଜି ବରହମପୁର ଗ୍ରସ୍ତ କରିଥିଲେ,ବରହମପୁର ର ଖୋଲିକୋଟ କଲେଜ ଖେଳ ପଡିଆ ଠାରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା,ଏହି ସଭାରେ ବିରୋଧୀ ଦଳ ନେତା ନରସିଂହମିଶ୍ର, ସୁର ରାଉତ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଗଞ୍ଜାମ ସଭାପତି ରମେଶ ଜେନା ,ଓ ବିଭିନ୍ନ ଅଞ୍ଚଳ ରୁ ଆସିଥିବା କଂଗ୍ରେସ ନେତା ଓ କର୍ମୀ ଉପୋଷ୍ଟିତି ଥିଲେ,ସଭାରେ ଲୋକ ସଂଖ୍ୟା କମାଇବା ପାଇଁ ସରକାର ଙ୍କ ତରଫରୁ କିଛି କଟକଣା ଜାରି କରାଯାଇଥିଲା ,1500ଲୋକଙ୍କୁ ନେଇ ସଭା କରିବା ସହ କୌଣସି ବାଇକ ରାଲି କୁ ଅନୁମିତ ମିଳିନଥିଲା ,



