ସ୍ଵେଚ୍ଛାସେବୀ ଅନୁଷ୍ଠାନ ବ୍ଳଡ଼୍ ଆର୍ମି ଗଞ୍ଜାମ ଏବଂ ବିପଦ ର ବନ୍ଧୁ ପକ୍ଷରୁ ବ୍ରହ୍ମପୁର ର ବିଭିନ୍ନ ସ୍ଥାନରେ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ ତୃତୀୟ ଦିବସରେ

ଜେ ବି ଏନ, ବ୍ରହ୍ମପୁର – : (୦୯/୧୦.୦୨.୨୦୨୧) -: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଛକ, ସାହି ଗଳି ଆଦି ବିଭିନ୍ନ ସ୍ଥାନରେ ଅସହାୟ ବ୍ୟକ୍ତିବିଶେଷ ମାନଙ୍କୁ ରାତ୍ର ସମୟରେ ଖାଦ୍ୟ ବଣ୍ଟନ କରାଯାଇଛି ।ଦୀର୍ଘ ତିନି ଦିନ ଧରି ବିଭିନ୍ନ ସ୍ଥାନରେ ଶୀତ ବସ୍ତ୍ର ଓ ଖାଦ୍ୟ ବଣ୍ଟନ ଚାଲୁରହିଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଶିବରାମ ପାତ୍ର ସୂଚନା ଦେଇଛନ୍ତି । ଏଥିରେ ସ୍ଵେଚ୍ଛାସେବୀ ପି. କୃଷ୍ଣ, କେଶବ, ବାଦଲ, ଶିବାନନ୍ଦ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ଖାଦ୍ୟ ବଣ୍ଟନ ରେ ସହଯୋଗ କରିଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


