
କ୍ଷତିଗ୍ରସ୍ତ ପ୍ରଜା ମାନଙ୍କ ଭିତିଭୂମି ଓ ଜୀବନ ଜୀବିକା ନିବାହା ନିମିତ୍ତ ପଦେକ୍ଷପ ନେଇନଥିବାରୁ ଗ୍ରାମବାସି ଙ୍କ ତୀବ୍ର ବିରଧ l
(ଜେ ବି ଏନ /ଚୈତନ୍ୟ ସାହୁ) ୧୦/୦୨/୨୦୨୧ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନାଣ୍ଡିଛିଡ ଗୋପୀବଲ୍ଲଭପୁର ଅଂଚଳକୁ l ନାଲକୋ କମ୍ପାନୀ ଆଜକୁ ପ୍ରାୟ 16 ବର୍ଷ ପୂର୍ବ ରୁ ଲୋକଙ୍କୁ ବିଭିନ୍ନ ପ୍ରକାର ଆଡ ଦେଖାଇ ନିଜ ଜାଲ ରେ ଛନ୍ଦି ଜମିହରା ପ୍ରଜାଙ୍କ ଠାରୁ ଶହଶହ ଏକର ଜମି କୁ ଶାଗ ମାଛ ଦରରେ ଜମି ଅଧିଗ୍ରହଣ କରିଥିଲା l
କିନ୍ତୁ ବର୍ତମାନ ଏବେ କମ୍ପାନୀ ଗୁଡିକ ପୁନଃହ ଜମି ଅଧିଗ୍ରହଣ କରୁଥିବା କୁ ନେଇ ଆଜି ଗୋପୀବଲ୍ଲଭ ପୁର ଗ୍ରାମବାସୀ ପ୍ରଜାମେଳି ହୋଇ ଆୟୋଜିତ କରିଥିଲେ ଏକ ସଭା l
ସଭାରେ ଗ୍ରାମବାସି ଦାବି ରଖିଛନ୍ତି ଯେ ଆଗାମୀ ଦିନରେ କମ୍ପାନୀ ଏସବୁ ଅଞ୍ଚଳ କୁ ବିସ୍ଥାପିତ କରିବା ପୂର୍ବରୁ l ଜମିହରା ପ୍ରଜା ମାନଙ୍କୁ ନୁଆଁ ବଜେଟ୍ ଅନୁସାରେ ରେ ଟଙ୍କା ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ନିଯୁକ୍ତି, ରହିବା ନିମନ୍ତେ ବାସଗୃହ. ଭଳି ବିଭିନ୍ନ ପ୍ରକାର ଦାବି ପୂରଣ କରିବାକୁ
ଯଦି ଏସବୁ ଦାବିକୁ କମ୍ପାନୀ ପୂରଣ ନକରି ଆଗାମୀ ଦିନରେ କଣସି ପଦକ୍ଷେପ ନେବେ l ତାହାଲେ ଗୋପୀବଲ୍ଲଭପୁର ର ସହସ୍ର ଗ୍ରାମବାସୀ ବାଧ୍ୟ ହୋଇ ରାଜରାସ୍ତା କୁ ଅଲ୍ଲାଇ ବୋଲି ଚେତାବନୀ ଦେଇଛନ୍ତି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


