ମୁଣ୍ଡୁଳା ଠାରେ ଶ୍ରୀ ଅରବିନ୍ଦଙ୍କ ଦେହାନ୍ସ ପ୍ରତିଷ୍ଠାର ୩ୟ ବାର୍ଷିକ ଉତ୍ସବ ପାଳିତ ।

ବ୍ରହ୍ମପୁର ( ୨୨/୦୨/୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବ୍ଲକ ଅନ୍ତର୍ଗତ ମୁଣ୍ଡୁଳା ଠାରେ ଶ୍ରୀ ଅରବିନ୍ଦଙ୍କ ଦେହ।ବଶେଷ ସ୍ଥାପନର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ମା ଓ ଶ୍ରୀ ଅରବିନ୍ଦଙ୍କ ଭକ୍ତ ଯୋଗଦେଇ ପ୍ରଥମେ ପୀଠରେ ଧ୍ୟାନ ସହ ପୂଜା କରି ସଭାସ୍ଥଳରେ ପହଞ୍ଚିଥିଲେ।ପରେ ସେଠାରେ ‘ସମୟର ଡାକ’ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ରତ୍ନପ୍ରଭା ଦାଶ, ଶିବର।ମ ପଣ୍ଡା, ସସଧର ବେହେରା, ସୁଶାନ୍ତ ସ୍ୱାଇଁ ଓ କୀର୍ତ୍ତନ ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଗୋବିନ୍ଦ ଜେନା ସଂଯୋଜନା କରିଥିବା ବେଳେ ସମସ୍ତ ଅପା, ଭାଇ ଓ ସ୍ଥାନୀୟ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


