ଜାତୀୟ ହସ୍ତତନ୍ତ ମେଳା ମଙ୍ଗଳବାର ଠାରୁ ଆରମ୍ଭ

ଜେ ବି ଏନ, ୨୪/୦୨ /୨୦୨୧, ଭୁବନେଶ୍ବର : ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଭୁବନେଶ୍ବର ଇଡକୋ ପଡିଆରେ ଆଜି ତା ୨୩/୦୨ /୨୦୨୧ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ଏହା ମାର୍ଚ୍ଚ ୨ ତାରିଖ ଯାଏଁ ଅପରାହ୍ନ ୨ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଗୃହ ସାଜସଜା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅନନ୍ୟ ସମ୍ଭାର ଏହି ପ୍ରଦର୍ଶନୀରେ ଉପଲବ୍ଧ ହେବ । ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖି ପ୍ରଦର୍ଶନୀକୁ ଆସନ୍ତୁ ବୋଲି ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)