Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସାପ କାମୁଡାରେ ଚାଷୀଙ୍କ ମୃତ୍ୟୁ

 

ଜେ. ବି. ଏନ୍ (୨୪/୦୨ /୨୦୨୧) ଭଦ୍ରକ : ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ଅଧିନସ୍ଥ ଦୋହରାପାଟଣା ଗାଁର ବିଷ୍ଣୁ ଚରଣ ମଲିକ(୬୦) ନିଜ ଚାଷଜମିରେ ରବି ଫସଲ ପାଇଁ ଧାନତଳି ରୋପଣ କରୁଥିବା ସମୟରେ ଏକ ବିଷଧର ସାପର ଆଘାତ ପାଇ ଟଳି ପଡ଼ିଥିଲେ। ନିକଟରେ ଥିବା ଗାଁର କିଛି ଚାଷୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଘରକୁ ଆଣିବା ପରେ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।