ଢେଙ୍କାନାଳ ଗଣେଶ ବଜାର୍ ଠାରେ ପ୍ରଥମ ଥର ପାଇଁ ଖୋଲିଲା ସମ୍ରାଟ ଶାଢ଼ି ସୋରୁମ୍

ଜେ. ବି. ଏନ୍, ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), (୦୪/୦୩/୨୦୨୧), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗଣେଶ ବଜାର୍ ଠାରେ ଶାଢ଼ି ସୋରୁମ୍ ଉଦଘାଟନ ହୋଇଯାଇଛି, ଏହାକୁ ଉଦଘାଟନ କରିଥିଲେ ଶ୍ରୀଯୁକ୍ତ ଇନ୍ଦ୍ରଚନ୍ଦ୍ର ରାମାନୁଜ, ମାହେଶ୍ୱରୀ ବିମଳ କୁମାର, ପୁଷ୍ପା ରେଖା, ଦିଶା, ଶଙ୍କର, ଅଭିଷେକ, କୈଳାଶ, ତଥା ଢେଙ୍କାନାଳ ର ଗଣେଶ ବଜାର୍ ମିଳିତ ସଭାପତି ଶ୍ରୀଯୁକ୍ତ ବିଶ୍ଵନାଥ ବେହେରା, ବଜାର୍ କମିଟିର ବସନ୍ତ କୁମାର ସାହୁ, କାର୍ଯ୍ୟକାରିଣୀ ସଭାପତି ଶରତ କୁମାର ସାହୁ, ଟ୍ରଷ୍ଟର ସମ୍ପାଦକ ଅବ୍ଦୁଲ କୁମାର ନାୟକ, ଓ କୋଷାଧକ୍ଷ ନୂତେନଦ୍ର ସାହୁ ଏମାନଙ୍କ ଉପସ୍ଥିତିରେ ଉଦଘାଟନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ଗଣେଶ ବଜାର୍ ପୂଜା କମିଟୀ ସଭାପତି ଶ୍ରୀଯୁକ୍ତ ବିଶ୍ଵନାଥ ବେହେରା କହିଥିଲେ ଯେ, ଜନ ସାଧାରଣଙ୍କ ଦୃଷ୍ଟି କୋଣ ରୁ ଏହି ଶାଢ଼ି ସେଣ୍ଟର ଖୋଲାଗଲା ଏହି ଗଣେଶ ବଜାର୍ ରେ ଶାଢ଼ି ଦୋକାନ ନ୍ ଥିଲା ଏହି ଗଣେଶ ବଜାର୍ ପାଇଁ ଓ ଢେଙ୍କାନାଳ ବାସୀ ଙ୍କ ପାଇଁ ଶୁଭ ଖବର ଏପରି ଏକ ଶାଢ଼ି ଦୋକାନ ହେଲା ଯେ, ଯେ, କୌଣସି ଘର ପାଇଁ ଶାଢ଼ି ସୁଲଭ ମୂଲ୍ୟରେ ମିଳିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।



