ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି

ଜେ ବି ଏନ, ୧୫/୦୩ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଞ୍ଚାୟତ ର ରଣପୁର ଗ୍ରାମ ର ମାଧବ ମଳିକ ଓ ସତ୍ୟଜିତ ମଳିକଙ୍କ ୩ ବଖରା ଘର ଅଗ୍ନିକାଣ୍ଡ ଘଟି ଜଳି ପାଉଁଶ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ନିଆଁ ରେ ପୋଡ଼ି ନଷ୍ଟ ସୋଇଯାଇଛି । ଏହି ଅଗ୍ନିକାଣ୍ଡ ରେ ସବୂଶ୍ଵ ହରାଇ ଥିବା ମାଧବ ଓ ସତ୍ୟଜିତ ମଳିକଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ଅଟଳ ବିହାରୀ ନାୟକ ଙ୍କ ସମେତ ଗ୍ରାମ ବାସୀ ମାନେ ଦାବି କରିଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


