ସ୍କୁଟି ସହ ୨୧ କେଜି ୬୨୫ ଗ୍ରାମ ଗଞ୍ଜେଇ ଜବତ

ଜେ ବି ଏନ, ୧୭/୦୩/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁରରେ ଦିନକୁଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ଆଜି ବରହମପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଗାଡି ଗୁଡିକୁ ଜାଞ୍ଜ କରାଯିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା l ଗୋସାଣି ନୂଆ ଗାଁ ଥାନା ଅଧିକାରୀ ସୁମିତ୍ ସୋରେନ ଙ୍କ ନେତୃତ୍ଵରେ ଏକ ସ୍କୁଟି ଜବତ କରାଯାଇଛି l ସେଥିରୁ ୨୧ କେଜି ୬୨୫ ଗ୍ରାମ ର ଗଞ୍ଜେଇ ଜବତ କରାଯାଇ ଦୁଇ ଜଣ ଯୁବକ ଙ୍କୁ ଗିରଫ କରାଯାଇଥିଲା। ଗିରଫ ଦୁଇ ଜଣ ଯୁବକ ହେଲେ ଲୋଚାପଡ଼ା ଅଞ୍ଚଳ ର ସୁଜିତ୍ ଦାସ ଓ ବଳରାମ ବେହେରା । ଉଭୟ ଙ୍କୁ କୋର୍ଟ କୋର୍ଟ ଚାଲାଣ କରାଯାଇଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)