ଦିନିକିଆ ଧର୍ମଘଟ କରି ଭାରତୀୟ ଜୀବନ ବୀମା ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, (୧୮/୦୩ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସଂଯୁକ୍ତ ମୋରଜା ଢେଙ୍କାନାଳ ଶାଖାର ସଦସ୍ୟ ମାନେ ଦିନିକିଆ ଧର୍ମଘଟ କରି ଭାରତୀୟ ଜୀବନ ବୀମା ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଭାରତ୍ ସରକାରଙ୍କ ଘରୋଇ କରଣ ନୀତି ବିରୁଦ୍ଧରେ ଆଜି ଭାରତର ଅର୍ଥନୀତି ର ପ୍ରାଣ କେନ୍ଦ୍ର ଜୀବନ ବୀମା କୁ ସରକାର ସମ୍ବଳ ସଂଗ୍ରହ ଆଳରେ IPO ଇନ୍ ସିଆଳ ପବ୍ଲିକ୍ ଅଫର ରିଙ୍ଗ ମାଧ୍ୟମରେ ଘରୋଇ କରଣ କରିବା ପାଇଁ ବନ୍ଦ ପରିକର ସଂଗଠନର ସର୍ବ୍ ଭାରତୀୟତ ସଂଗଠନର AIIEA ଆହ୍ଵାନ କ୍ରମେ ସଂଗଠନ ଭାରତର ଅର୍ଥମନ୍ତ୍ରୀ ଶ୍ରିମତୀ ନିର୍ମଳା ସୀତା ରମଣ ଠାରୁ ଆରମ୍ଭ କରି ଢେଙ୍କାନାଳ ର ସାଂସଦ ଶ୍ରୀଯୁକ୍ତ ମହେଶ୍ ସାହୁ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସମ୍ପୃକ୍ତ ଘରୋଇ କରଣ ରୁ ନିବୃତ୍ତ ରହିବା ପାଇଁ ନିବେଦନ କରିଛନ୍ତି। ଭାରତର ପ୍ରାୟ ୨୦୦ ରୁ ଅଧିକ ସଂସଦକୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ସମୂହ – * ଲାଭ ଦାୟକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୁ ପୁଞ୍ଜି ପତି ହାତକୁ ଟେକିଦେବା ପ୍ରସ୍ଥାନ ବାତିଲ କରିବା।
* ସମ୍ବଳ ସଂଗ୍ରହ ଆଳରେ LIC IPO ପ୍ରତ୍ୟାହାର ବାତିଲ କର।
* ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜି ସୀମା ୪୯%ରୁ ୭୦ %ବୃଦ୍ଧି କରି ପ୍ରସ୍ତାବ ବାତିଲ କର।
* ବେରୋଜଗାରୀ, ମୁଦ୍ରା ସ୍ଥିତି, ପେଟ୍ରୋଲିୟମ୍ ପଦାର୍ଥର ଅହେତୁକ ମୂଲ୍ୟ ବୃଦ୍ଧି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
