ଘଣ୍ଟପଡା ରେଲୱେ କ୍ରସଙ୍ଗିରେ ଏକ ଯୁବକ ମୃତ୍ୟୁ

ଅନୁଗୋଳ ଜିଲ୍ଲା ତାଳଚେର ଘଣ୍ଟପଡା ରେଲୱେ କ୍ରସଙ୍ଗିରେ ଜଣେ ଯୁବକ ର ମୃତ ଦେହ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଯୁବକ ଜଣକ ଚାଳଗଡ ଗ୍ରାମର ପ୍ରଶ୍ନ ଦାସଙ୍କ ପୁଅ ରାକେଶ ଦାସ୍(୨୨) ବୋଲି ଜଣାପଡିଛି। ଏହି ଘଟଣା ନିକଟରେ ବହୁ ଜନ ଗହଳି ହେବାର ଲାଗିଛି। ତେବେ ଘଟଣାସ୍ଥଳରେ କୋଲିୟରୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)