ମନ୍ଦିର ଉପରେ ପାଗଳ

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ମାନସ ରଞ୍ଜନ ସାହୁ), କାକଟପୁର : ଆଜି କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ମହା ଆଳତୀ ସମୟରେ ଜଣେ ଲୋକ ମାଙ୍କ ମନ୍ଦିର ଉପରେ ଚଢି ଯାଇଥିବାର ଦୃଶ୍ୟ ରେକର୍ଡ କରାଯାଇଛି l ତେବେ ସେ କେମିତି ଚଢ଼ିଲା ତାର ବିଶେଷ ବିବରଣୀ ନାହିଁ କିମ୍ବା ସେ ଲୋକ କିଏ ଓ କାହିଁକି ଏମିତି କଲା ଜଣାପଡି ନାହିଁ l କିଛି ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁଯାୟୀ ସେ ଏକ ପାଗଳ l ପରବର୍ତ୍ତୀ ସମୟରେ ତାକୁ ସୁରକ୍ଷିତ ତଳକୁ ଆଣି ଛାଡି ଦିଆଯାଇଛି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)