ବାଣିଆବାଡ଼ି ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମସାରି ବଣ୍ଟନ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୨୨. ୦୩. ୨୦୨୧)-:ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୁମଣ୍ଡଳ ପଂଚାୟତର ବାଣିଆବାଡି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଓ ସୁମଣ୍ଡଳ ଅଙ୍ଗନବାଡି କେନ୍ଦ୍ର ପରିସରରେ ୬୧୯ ଜଣ ପରିବାରକୁ ମସାରି ବଣ୍ଟନ କରାଯାଇଛି। ସୁମଣ୍ଡକ ସି ଏଚ ସି ଡାକ୍ତର ବିଶ୍ୱଜିତ ନାୟକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଏ ଏନ୍ ଏମ୍ ସାବିତ୍ରୀ ସାହୁ, ଆୟୁଷ ଡାକ୍ତର ବନଜା ପଟ୍ଟନାୟକ, ଏ ଏନ୍ ଏମ୍ ଶୁଭଶ୍ରୀ ବେହେରା, ଏଲ୍ ଏଚ୍ ଭି ମଣ୍ଡକିଂ ପହି, ଅଙ୍ଗନବାଡି କର୍ମୀ ପ୍ରଭାସିନୀ ବିଶ୍ୱାଳ, ସସ୍ମିତା ଗୌଡ଼ , ସୁଜ୍ଞାନୀ ଜେନା,ଆଶା କର୍ମୀ ପୁର୍ନବାସୀ ସାସମଲ,ଲକ୍ଷ୍ମୀ ଦାଶ ପ୍ରମୁଖ ଉପସ୍ଥିତ ରହି ମସାରି ବଣ୍ଟନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
