
ରାଜଲକ୍ଷ୍ମୀ ପ୍ରତିଷ୍ଠାନ ପକ୍ଷରୁ କୋଭିଡ କଟକଣା ଅନୁଯାୟୀ ଦୋଳ
ଜେ. ବି. ଏନ୍ (୨୩/୦୩ /୨୦୨୧) ଗୋବିନ୍ଦ ଜୀଉଙ୍କ ର ସାହି ମେଳଣ ଓ ଠାକୁରଙ୍କର ଭୋଗଖିଆ ଏହି ବର୍ଷ ବନ୍ଦ ହେଲା। ପ୍ରତି ବର୍ଷ ଯାକ ଜମକ୍ ରେ ବିମାନ ସୁସଜ୍ଜିତ ଫୁଲରେ ଠାକୁରଙ୍କ ସଜା ଯାଇ ପାଞ୍ଚ ଦିନ ବ୍ୟାପୀ ପରିକ୍ରମା କରାଯାଇଅଛି।
ଏହି ବର୍ଷ ବିମାନ ସଜାଯାଇ ମନ୍ଦିର ନୀତି ଅନୁଯାଇ କ୍ଷୀରି ସର, ଲବଣ, ପେଡ଼ା ଫଳ ମୂଳ, ଚଣା, ଖାଯା, ଆମ୍ବ ଓ ପଳାଶ ରେ ଠାକୁରଙ୍କୁ ପୂଜାର୍ଚନା କରାଯାଇଥାଏ ।ମୀନା ବଜାର ପୂଜକ ଗଗନ ଭାଇନା ଓ ସମସ୍ତ କାର୍ଯ୍ୟକର୍ତ୍ତା ଓ ବସ୍ତି ବାସିନ୍ଦା ମନ୍ଦିର କୁ ଆସି ପୂଜାର୍ଚନା ଓ ସହଯୋଗ କରିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)