Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ 

 

ଜେ ବି ଏନ, ୨୯/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ/ଶୁଭମ ପାଣି), ଢେଙ୍କାନାଳ : ଢେଙ୍କାନାଳ କୈବଲ୍ୟ ବଜାର ଶ୍ରୀ ବଲରାମ ଜୀଉ ମନ୍ଦିର ରେ ଶ୍ରୀ ଚୈତନ୍ୟ ଙ୍କ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଅଷ୍ଟପ୍ରହରୀ ଉଦଯାପିତ ହେବା ସହ ନଗର ପରିକ୍ରମା କରାଯିବାର ଅଛି। ଏଥିରେ ପୂଜକ ଜଗଦାନନ୍ଦ ତ୍ରିପାଠୀ ଯୋଗଦେଇଛନ୍ତି l

You missed