
ଚପରିଆ ଠାରେ ଆମ୍ବେଦକର ଜୟ ନ୍ତି ପାଳିତ ହୋଇ ଯାଇଛି
ଗତକାଲି ଭୀମରାଓ ଆମ୍ବେଦକର ଜନ୍ମ ଜୟନ୍ତୀ ପାଳିତ ହେବାର ଦେଖିବା କୁ ମିଳିଥିଲା ଗୋଲାମୁଣ୍ଡା ବ୍ଲକ ଚପରିଆ ଠାରେ ଉକ୍ତ ବୋଇଠକ ରେ ମୁଖ୍ୟ ଅତିଥି ଗୋଲାମୁଣ୍ଡା ବ୍ଲକ ଅଦକ୍ଷ ବିନ୍ଦୁ ମହାନ୍ନ୍ଦ. ସନ୍ମ ମାନ ନିୟ ଅତିଥି ଦେବଗଡ଼ ଉପଜିଲ୍ଲାପାଳ ରମନିରଞ୍ଜନ ସୁନାନୀ. ସନମାନୀୟ ଅତି ଥି ମହାସଚିବ ଜତୀନ୍ଦ୍ର କର. ଓ ଚପରିଆ ଗ୍ରାମ ପଂଚାୟତ ସର ପଞ୍ଚ ପ୍ରତିନିଧି ନର ହରି ବାଗ. କ୍ଷେତ୍ର ମହନ ଛତ୍ରିଆ.. ସୁଦର୍ଶନ ବେଶେରା. ପବିତ୍ର ବେସରା. କପୁର ଚନ ସେଠିଆ. ହରିବାଗ. ହରେ ରାମ ଦୁର୍ଗା. ତୁଲେଶ୍ଵର ନା ଏକ ପୂର୍ବ ତନ ବ୍ଲକ ଅଦକ୍ଷ ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟ ଟି ସୁଚାରୁ ରୂପେ ତୁଲାଇଥିଲେ ତାଙ୍କ ଅଭି ଭାଷଣ ରଖି ଆମ୍ୱେଦକର ଙ୍କ ଜନ୍ମ. ତାଙ୍କ ର ଦେଶପ୍ରତି କରିଥିବା କାଯ୍ୟ କଲାପ ବିଷୟରେ ବଖାନି ଥିଲେ ଓସମ୍ବି ଧାନ ଆଇନ ପ୍ରୟନ ଲେଖି ଥିବାର ଓ ଯିବନି ବିଷୟରେ ଆଲୋଚନା କରିଥିଲେ ପ୍ରତିବର୍ଷ ପାଳିତ କରିବା ପାଇଁ ପବର୍ତ୍ତା ଇ ଥିଲେ
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁର ଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁ ଜ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

