ଡ୍ରେନ ପାଣିକୁ ନେଇ ତାତିଲେ SHG ଗ୍ରୁପ୍ ମହିଳା
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ଗ୍ରାମ ପଞ୍ଚାୟତ ମୂଷାନାଳି ସାହିର ଯାଇଥିବା ଏକ ଡ୍ରେନ କୁ ଅଳିଆ ହୋଇ ପଡ଼ିଥିବା ଲୋକମାନେ ଦେଖି ତୁରନ୍ତ ସରପଞ୍ଚ ଜଣାଇଥିଲେ ମଧ୍ୟ ସେ ସରପଞ୍ଚ ଜାଣିଶୁଣି ଚୁପ୍ ଚାପ୍ ହୋଇଥିଲେ
ଏନେଇ SHG ଗ୍ରୁପ୍ ମହିଳାମାନେ ଆଜି ସକାଳୁ ଏକତ୍ରିତ ହୋଇ ରାସ୍ତା ଆଗରେ ଧାରଣା ଦେଇଥିଲେ ଏନେଇ SHG ଗ୍ରୁପ୍ ମହିଳାମାନେ କହିଛନ୍ତି ଆଗକୁ ବର୍ଷା ଋତୁ ଆସୁଥିବାରୁ ଛୋଟ ଛୋଟ ପିଲାଙ୍କୁ ମେଲେରିଆ ଭଳି ଆକ୍ରାନ୍ତ ନ ହୁଅନ୍ତୁ ବୋଲି କହିଛନ୍ତି SHG ଗ୍ରୁପ୍ ମହିଳାମାନେ ଅମର ଦାବି ନ ପୂରଣ ହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କହିଛନ୍ତି SHG ଗ୍ରୁପ୍ ମହିଳାମାନେ
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
