ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୧୨୫ ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଦେଶପାଇଁ ଉତ୍ସର୍ଗ କଲେ।
ଢେଙ୍କାନାଳ ଗଣେଷ ବଜାର ଠାରେ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଏକ PMKSK ଭାବରେ କୃଷକମାନଙ୍କ ପାଇଁ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୩୦ ରୁ ଉର୍ଦ୍ଧ ଚାଷି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା କରମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ର ମାର୍କେଟିଙ୍ଗ ଅଫିସର ସୈାରଭ କୁମାର ସ୍ବାଇଁ, ଢେଙ୍କାନାଳ ଡିଲର ପ୍ରିତମ କୁମାର ପଣ୍ଡାଙ୍କ ତତ୍ବାବଧାନରେ ଜମି ରେ ସଲଫର ର ଅଭାବ ହେଉଥିବାରୁ ପ୍ରଧାନମନ୍ତ୍ରୀ ତାର ନିରାକରଣ ପାଇଁ ସଲଫର କୋଟେଡ୍ ୟୁରିଆ (ୟୁରିଆ ଗୋଲ୍ଡ) ଲଞ୍ଚ କରାଗଲା।




