Spread the love

ଇମ୍ଫାଲ,୨।୮: ଜାତିଆଣ ହିଂସାରେ ଏବେ ବି ଜଳୁଛି ମଣିପୁର। ରାଜ୍ୟ ସରକାରଙ୍କ କର୍ଫ୍ୟୁ କୋହଳ ପରେ ମଧ୍ୟ ପୁଣି ଅଣାୟତ୍ତ ହୋଇପଡିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା। ବୁଧବାର ପୂର୍ବାହ୍ନରେ ଇମ୍ଫାଲର ପଶ୍ଚିମ ଜଲାର ଦୁଇଟି ଘରେ ଊପଦ୍ରବକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ତେବେ ଏହି ଘରର ଅଧିବାସୀମାନେ ପୂର୍ବରୁ ସ୍ଥାନାନ୍ତର ହୋଇଥିବା ଯୋଗୁ କୌଣସି କ୍ଷୟକ୍ଷତି ହୋଇନାହିଁ।

ନିଆଁ ଲାଗିଥିବା ଘରଗୁଡ଼ିକୁ ସିଆରପିଏଫ ଯବାନମାନେ ସୁରକ୍ଷା ଦେଉଛନ୍ତି। ଦମକଳ ବାହିନୀ ଦ୍ୱାରା ନିଆଁକୁ ନିୟନ୍ତ୍ରଣ କରାଯାଇଛି।

ସୋର୍ସ news

Leave a Reply

Your email address will not be published. Required fields are marked *

You missed