ଆଜି ଆସୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ
ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା।
୨ ଦିନିଆ ଗସ୍ତରେ ଭୁବନେଶ୍ବର ଓ ପୁରୀରେ କାର୍ଯ୍ୟକ୍ରମ।
‘ମୋ ମାଟି, ମୋ ଦେଶ’ ଅଭିଯାନରେ ଯୋଗଦେବେ।
ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନକୁ ଯିବେ l