ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ପଞ୍ଜିକରଣ ଅବଧିକୁ ଚଳିତ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ସେହିଭଳି ସମିତିଗୁଡିକ ଦ୍ବାରା ଫର୍ମ୍ ଡିଜିଟାଇଜେସନ ପ୍ରକ୍ରିୟା ନିମନ୍ତେ ଅବଧିକୁ ୨୮ ଅଗଷ୍ଟ ୨୦୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।