Spread the love

ଆଜି ସିଂହ ସଂକ୍ରାନ୍ତି ଥିବାରୁ ମା ତାରିଣୀଙ୍କର ବିଶେଷ ପୂଜା

ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ଆଜି ସିଂହ ସଂକ୍ରାନ୍ତି ଥିବାରୁ ମା’ତାରିଣୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା
ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ହୋମଯଜ୍ଞ ସନ୍ଧ୍ୟା ରେ ଆଳତି ତା’ପରେ ରାତ୍ରରେ ପହଡ ପଡ଼ିବ।

Leave a Reply

Your email address will not be published. Required fields are marked *