ନେହେରୁ ଉଚ୍ଚ ବିଦ୍ୟାଳୟରେ ସର୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ ସନ୍ତ୍ରୀ ନେହୁରୁ ଉଚ୍ଚ ବିଦ୍ୟାଳୟ ରେ ସର୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସ୍ନେକ୍ ରେଷକ୍ୟୁ ଟିମ୍ ଇଣ୍ଡିଆ ର ଚେୟାରମେନ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାହାକ ଙ୍କ ଅଧ୍ୟକ୍ଷତା ରେ ନେହେରୁ ଉଚ୍ଚ ବିଦ୍ୟାଳୟରେ ଏକ ସ୍ନେକ୍ ଅୱାରନେଶ୍ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ଶ୍ରୀଧର ଗଡ଼ନାୟକ ଙ୍କ ତତ୍ବାବଧନରେ ଆୟୋଜିତ ହୋଇଥିଲା,ଏଥିରେ ମନୁ ବାରିକ ଓ ତାପସ ସାମଲ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଚିତ୍ର ମାଧ୍ୟମରେ ସର୍ପ ଚିହ୍ନଟ କରିବା ଏବଂ ସାପ କାମୁଡିଲେ ଏହାର କିପରି ପ୍ରତିକାର କରିହେବ ଓ କେଉଁ ସର୍ପ ବିଷ ଧର କିପରି ଜାଣିବେ ଓ ସର୍ପ କାମୁଡ଼ି ଲେ ଗୁଣି ଗାରେଡ଼ି ପାଖକୁ ନଅ ଯାଇ ତୁରନ୍ତ ଆଖ ପାଖ ସରକାରୀ ଚିକିତ୍ସାଳୟ କୁ ଜିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଟି କୁ ଆୟୋଜନ କରିଥିଲେ ସ୍ନେକ ରେସ୍କୁ ଟିମ୍ ବଳରାମପ୍ରସାଦ ର ସଦସ୍ୟ , ଶ୍ରୀତମ ଅମାନ୍ତ୍, ରୋସନ୍ ସିଂ, ପ୍ରଦୀପ୍ତ ସ୍ବାଇଁ,ଶୁଭମ୍,ଦିବ୍ୟ,ସିପୁ ଏବଂ ଜ୍ୟୋତି ପ୍ରକାଶ ଅମାନ୍ତ ଆଦି ଟିମ୍ ସଦସ୍ୟ ମାନେ ସାହାଯ୍ୟ କରିଥିଲେ!





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
