ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ
ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳିବ ଦେଶ । ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଂଟର ନାମକରଣ କଲେ ମୋଦି । ଲ୍ୟାଣ୍ଡର ଅବତରଣ କରିଥିବା ସ୍ଥାନର ନାଁ ଦେଲେ ଶିବଶକ୍ତି l

All rights reserved. Designed by Inter Softech