( ପାରାଦ୍ୱୀପ ପୋର୍ଟ ହାଇସ୍କୁଲ ପରିସରରେ ଶ୍ରୀମଦ ସାରଥୀ ପରିବାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ )
ଜଗତସିଂହପୁର
ତା =27/8/23
ପାରାଦ୍ୱୀପ ଭୁତମୁଣ୍ଡାଇ ସ୍ଥିତ ପାରାଦ୍ୱୀପ ପୋର୍ଟ ହାଇସ୍କୁଲ ପରିସରରେ ଶ୍ରୀ ମଦ ସାରଥୀ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଶ୍ରୀମଦ ସାରଥୀ ପରିବାରର ସମସ୍ତ ସଦସ୍ୟ ମାନଙ୍କ ଗହଣ ରେ ଶତାଧିକ ବୃକ୍ଷ ଚାର ପାରାଦ୍ୱୀପ ପୋର୍ଟ ହାଇସ୍କୁଲ ପରିସରରେ ରୋପଣ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ପାରାଦ୍ୱୀପ ଶ୍ରୀମଦସାରଥୀ ଅନୁଷ୍ଠାନ ର ସଦସ୍ୟ ଦିଲ୍ଲିପ ସ୍ୱାଇଁ, କଳ୍ପତରୁ ସ୍ୱାଇଁ, ଆଦିକନ୍ଦ ସ୍ୱାଇଁ, ରଞ୍ଜନ ଦାସ, ପଙ୍କଜ ସେନାପତି, ପ୍ରମୋଦ ନାୟକ, ହିରଣ୍ୟ ତରାଇ, ପ୍ରତାପ ସିଂ, ରାଜେଶ ମହାରଣା, ଶଶିକାନ୍ତ ନାୟକ, ଧୂର୍ଵ ଚରଣ ସେଠୀ ପ୍ରମୁଖ ସଫଳ କରିବାରେ ସହାୟକ ହୋଇଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ମିଳନ ବିଶ୍ୱାଳ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ରିପୋର୍ଟ
