ତାଳଚେର ବିଧାୟକଙ୍କ କାର୍ଯ୍ୟାଳୟ ପାଖରେ ଟାଇମ ବୋମା ଛୋନଭିନି କରୁଛି ପୋଲିସ
ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ପାଖରେ ଟାଇମ ବୋମା ଥିବା ଖବର ସାମ୍ନାକୁ ଆସିଛି।ସକାଳୁ ସକାଳୁ କର୍ମଚାରୀ ମାନେ ବୋମା କୁ ଦେଖି ପୋଲିସକୁ ଖବର ଦେଇଥିଲେ।ଖବର ପାଇବା ମାତ୍ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋମା କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।




