ଆଜି ଭାରତର ସୂର୍ଯ୍ୟ ମିଶନ
ସୂର୍ଯ୍ୟ ମିଶନ ପାଇଁ କାଉଣ୍ଟଡାଉନ ଆରମ୍ଭ।
ଦିନ ୧୧ଟା ୫୦ରେ ହେବ ଉତ୍କ୍ଷେପଣ।
ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ହେବ ଲଞ୍ଚିଂ।
ସୂର୍ଯ୍ୟଯାନକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଲାଗିବ ୪ମାସ।
ପୃଥିବୀର ୧.୫୦ଲକ୍ଷ କିମି ଦୂର L1 ପଏଣ୍ଟରେ ରହି ସୂର୍ଯ୍ୟର ଅଧ୍ୟୟନ କରିବ।

All rights reserved. Designed by Inter Softech