ବଡ଼ବିଲ ଠାକୁରାଣୀ ସ୍ଥିତ ଓଏମଡିସିରେ କାର୍ଯ୍ୟରତ ଶ୍ରମିକ ସଙ୍ଘର ବାର୍ଷିକ ସଧାରଣ ସଭା ଓ ସମୀକ୍ଷା ବୈଠକ ଅନୁଷ୍ଟିତ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ରେ ଥିବା OMDC କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ସଙ୍ଘର ବାର୍ଷିକ ଉତ୍ସବ ଓ ସମୀକ୍ଷା ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭାରତୀୟ ମଜଦୂର ସଙ୍ଘର ବ୍ୟାନର ତଳେ ଠାକୁରାଣୀ ଶ୍ରମିକ ସଙ୍ଘର ସଭାପତି ଚନ୍ଦ୍ରଗୁପ୍ତ ପ୍ରସାଦ ଙ୍କ ତତ୍ତ୍ଵାବଧାନରେ କରାଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାର ଭାରତୀୟ ମଜଦୂର ସଙ୍ଘର ସଭାପତି ବାବୁଲାଲ ମହାନ୍ତ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହୋଇଥିଲେ, ଏହି ପରିପ୍ରେକ୍ଷୀରେ ପ୍ରଥମେ ଭାରତ ମାତାଙ୍କ ନିକଟରେ ଦ୍ଵିପ ପ୍ରଜ୍ଜ୍ୱଳନ କରିବା ସହ ଆମନ୍ତ୍ରିତ ଅତିଥି ଓ ସମସ୍ତ କର୍ମକର୍ତ୍ତା ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି କାର୍ଯ୍ୟକ୍ରମ ର ସୁବାଆରମ୍ଭ କରଯାଇଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



