ଆଜି reserve ପୋଲିସ ପଡିଆ ରେ all odisha police କବାଡି and handball ପ୍ରତିଯୋଗିତା ର ଉଦଘାଟନ ହୋଇସାରିଛି, ଏଥିରେ ଢେଙ୍କାନାଳ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନଵ sonkar ips ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କ୍ରୀଡା କୁ ଶୁଭାରମ୍ଭ କରିଥିଲେଏଥିରେ 10 ଗୋଟି ହାଣ୍ଡବଲ team ଓ 18 ଗୋଟି କବାଡି team ଅଂଶ ଗ୍ରହଣ କରିଛନ୍ତିଏହି ଥିରେ ଢେଙ୍କାନାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ଜିଲ୍ଲା ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ jyotiranjan patnaik, ସରଜେଣ୍ଟ manjit ମିଶ୍ର, ସଂଘ ସଭାପତି ପରମାନନ୍ଦ ମିଶ୍ର, ସମ୍ପାଦକ ପ୍ରଫୁଲ୍ଲ କୁମାର ବେହେରା ସହଯୋଗ କରିଥିଲେ

August 26, 2026/
No Comments


