*କେନ୍ଦ୍ର ବଜେଟ୍ ୨୦୨୫ ଅଭିମତ
- କେନ୍ଦ୍ର ବଜେଟ୍ ୨୦୨୫ ରେ ଏକ ବିକଶିତ ଭାରତର ସ୍ଵପ୍ନ ରୂପାୟିତ ହେବାର ପ୍ରୟାସ କରାଯାଇଛି l ଆୟକର ରିହାତି ସବୁବର୍ଗ ଙ୍କୁ ସୁହାଇବ l ଯୁବ ବର୍ଗ ଙ୍କ ପାଇଁ କ୍ଷୁଦ୍ରଶିଳ୍ପ କୁ ପ୍ରୋତ୍ସାହନ, ବୈଷୟିକ ଶିକ୍ଷା ଓ କୂତ୍ରିମ ବୁଦ୍ଧିମତ୍ତା କୁ ପ୍ରାଥମିକତା, କୌଶଳ ବିକାଶ ମାଧ୍ୟମରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି, ସ୍ବରୋଜଗାର କ୍ଷମ କରାଯାଇ ପାରିବ l କୃଷି ଓ କୃଷକ ସଶକ୍ତି କରଣ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଉତ୍ପାଦନ ବୃଦ୍ଧି, ଭିତ୍ତିଭୂମି ବିକାଶ, ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଉତ୍ସାହିତ, ଯୋଗାଯୋଗ କ୍ଷେତ୍ରକୁ ପରିବ୍ୟାପ୍ତ ଫଳରେ ପର୍ଯ୍ୟଟନ ବିକାଶ ଆମ ଅର୍ଥନୀତିକୁ ଅଭିବୃଦ୍ଧି ରେ ସହାୟକ ହେବ l ଗ୍ରୀନ ଏନର୍ଜି, ସୋଲାର ଏନର୍ଜି ଓ ଅଣ ପାରମ୍ପାରିକ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବl ଆମ ଦେଶରେ ବିକାଶରେ ସହାୟକ ହେବ l ରାଜ୍ କିଶୋର ବେହେରା
ଉପ ସଭାପତି,,
ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


