ଧର୍ମପରାୟଣ ମହିଳାଙ୍କ ପରଲୋକ
ଆଳି ବ୍ଳକ ଅନ୍ତର୍ଗତ ପୋଡାମରାଇ ଆଳକଣାର ସ୍ବର୍ଗତ ଆଦର୍ଶ ଶିକ୍ଷକ ପରମାନନ୍ଦ ଦାଶଙ୍କ ପତ୍ନୀ ତଥା ବିଶିଷ୍ଟ ଧର୍ମପରାୟଣ, ପରୋପକାରୀ ମହିଳା ବିଳାସିନୀ ଦାଶ (୭୭) ବର୍ଷ ଙ୍କ ବିୟୋଗରେ ଆଜି ତାଙ୍କ ଦ୍ଵାଦଶ କ୍ରିୟା ଉପଲକ୍ଷେ ନାମ ସଂର୍କୀନ ଅନୁଷ୍ଠିତ ହୋଇଯାଇଛି। ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ସେମାନେ ହେଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ଧରଣୀଧର ପାତ୍ର, ଧନେଶ୍ଵର ରାଉତ, ରଶ୍ମିତା ସେନାପତି, ଗୋବିନ୍ଦ ଚନ୍ଦ୍ର ନନ୍ଦ, ନରହରି ପାତ୍ର, କରୁଣାକର ସାମଲ,ସ୍ବାତିସ୍ମିତା ଦାଶ, ଅକ୍ଷୟ ପଣ୍ଡା,ସନ୍ନିଭା ଦାଶ, ସାମ୍ବାଦିକ ସରୋଜ କୁମାର ସାହୁ, ସହଦେଵ ସିଂ,କେଶବ ସିଂ,ପରମା ନନ୍ଦ ବେହେରା, ସନ୍ତୋଷ କୁମାର ବେହୁରିଆ, ଆଞ୍ଚଳିକ ଖଣ୍ଡାୟତ କ୍ଷେତ୍ରୀୟ ମହାମଞ କେନ୍ଦ୍ରାପଡ଼ାର ସଂପାଦକ ନିଖିଳ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



